ଆସନ୍ତା ୨୭ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ
ଗଂଜାମ, 20 ସେପ୍ଟେମ୍ବର (ହି.ସ.) ଆସନ୍ତା 27ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଂଜାମ ଜିଲା ଗସ୍ତକୁ ଦୃଷ୍ଟିରେ ରଖି ଆଜି ପୁଲିସ୍ ଡିଜିପି ରଗେଂଇ ଲୁଣ୍ଡା ଏୟାର୍ ଷ୍ଟ୍ରିପରେ ପହଞ୍ଚି ତଦାରଖ କରିଛନ୍ତି । ମୋଦି ଏଠାରେ ପ୍ରାୟ ତିନି ଲକ୍ଷ ଜନସାଧାରଣଙ୍କୁ ଉଦବୋଧନ ଦେବେ । ପ୍ରଧାନମ
ଆସନ୍ତା ୨୭ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ


ଗଂଜାମ, 20 ସେପ୍ଟେମ୍ବର (ହି.ସ.)

ଆସନ୍ତା 27ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଂଜାମ ଜିଲା ଗସ୍ତକୁ ଦୃଷ୍ଟିରେ ରଖି ଆଜି ପୁଲିସ୍ ଡିଜିପି ରଗେଂଇ ଲୁଣ୍ଡା ଏୟାର୍ ଷ୍ଟ୍ରିପରେ ପହଞ୍ଚି ତଦାରଖ କରିଛନ୍ତି । ମୋଦି ଏଠାରେ ପ୍ରାୟ ତିନି ଲକ୍ଷ ଜନସାଧାରଣଙ୍କୁ ଉଦବୋଧନ ଦେବେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଓ ଶୃଙ୍ଖଳିତ କାର୍ଯ୍ୟ ପାଇଁ ଗଂଜାମ ଜିଲାପାଳ, ଡିଆଇଜି(ଦକ୍ଷିଣାଂଚଳ), ଏସପି, ଉପଜିଲ୍ଲାପାଳ ଓମନ୍ତୀ ବିଭୂତି ଭୂଷଣ ଜେନାଙ୍କ ସହ ଆଲୋଚନା କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଓ ନିରାପତ୍ତା ସଂପର୍କରେ ବିସ୍ତୃତ ଆଲୋଚନା ମଧ୍ୟ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande