ବିରୋଧୀ ଆଲୋଚନାରୁ ପଳାୟନ ପନ୍ଥୀ- ଟଙ୍କଧର ତ୍ରିପାଠୀ
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)-ବିଜେଡ଼ି ଅଫିସର ରାଜୁତି କହିବା ଯାହା ଚାଲୁଣି ଛୁଞ୍ଚିକୁ କହିବା ତାହା। ଆଜିବି ତାଙ୍କ ଦଳକୁ କିଏ ଚଳାଉଛି ଓଡିଶା ବାସୀ ଜାଣିଛନ୍ତିବୋଲି କହିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। ଗୃହ ବନ୍ଦ କରି କଂଗ୍ରେସ ଓ ବିଜେଡ଼ି ଏଭଳି ନୀତି
ବିରୋଧୀ ଆଲୋଚନାରୁ ପଳାୟନ     ପନ୍ଥୀ- ଟଙ୍କଧର ତ୍ରିପାଠୀ


ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)-ବିଜେଡ଼ି ଅଫିସର ରାଜୁତି

କହିବା ଯାହା ଚାଲୁଣି ଛୁଞ୍ଚିକୁ କହିବା ତାହା। ଆଜିବି ତାଙ୍କ ଦଳକୁ କିଏ ଚଳାଉଛି ଓଡିଶା ବାସୀ

ଜାଣିଛନ୍ତିବୋଲି କହିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। ଗୃହ ବନ୍ଦ କରି କଂଗ୍ରେସ ଓ ବିଜେଡ଼ି ଏଭଳି ନୀତି

ଅବଲମ୍ବନ କରୁଛନ୍ତି। ବିଧାନସଭାରେ ସବୁବେଳେ

ଆଲୋଚନା ହେବା କଥା। ବିରୋଧୀ ଆଲୋଚନାରୁ ପଳାୟନ

ପନ୍ଥୀ। କଂଗ୍ରେସ ଓ ବିଜେଡ଼ି ଜାଣିଶୁଣି ବିଧାନସଭାକୁ ବନ୍ଦ କରୁଛନ୍ତି ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande