ମହାଳୟାର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି
ନୂଆଦିଲ୍ଲୀ, 21 ସେପ୍ଟେମ୍ବର (ହି.ସ.)- ପବିତ୍ର ମହାଳୟାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆପଣ ସମସ୍ତଙ୍କୁ ମହାଳୟର ଶୁଭକାମନା । ଦୁର୍ଗା ପୂଜାର ପବିତ୍ର ଦିନଗୁଡିକ ପାଖେଇ ଆସୁ
ମହାଳୟାର ଶୁଭେଚ୍ଛା     ଜଣାଇଲେ ପିଏମ ମୋଦି


ନୂଆଦିଲ୍ଲୀ, 21 ସେପ୍ଟେମ୍ବର (ହି.ସ.)- ପବିତ୍ର

ମହାଳୟାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ

ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆପଣ ସମସ୍ତଙ୍କୁ ମହାଳୟର ଶୁଭକାମନା ।

ଦୁର୍ଗା ପୂଜାର ପବିତ୍ର

ଦିନଗୁଡିକ ପାଖେଇ ଆସୁଛି, ଆପଣଙ୍କ ଜୀବନ ଆଲୋକ ଓ ଉଦ୍ଦେଶ୍ୟରେ ପରିପୂର୍ଣ୍ଣ ହେଉ। ମା ଦୁର୍ଗାଙ୍କ ଦିବ୍ୟ ଆଶୀର୍ବାଦ

ଆମକୁ ଶକ୍ତି, ଦୀର୍ଘସ୍ଥାୟୀ

ଆନନ୍ଦ ଓ ଉତମ ସ୍ୱାସ୍ଥ୍ୟ ପ୍ରଦାନ କରୁ ଏହାହିଁ କାମନା କରୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande