କେନ୍ଦୁଝର, ୨୨ ସେପ୍ଟେମ୍ବର (ହି.ସ.) - ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଲକ୍ଷ୍ମୀନାରାୟଣ କଲେଜ ଠାରେ ପ୍ରଗତି ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗର କାରଣ ଓ ନିରାକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହା । ଆଇନଗତ ଅନୁପାଳନ ଆୟୋଗ ଓ ଗ୍ରାହକ କଲ୍ୟାଣ ତରଫରୁ ମିଳିତ ପଦକ୍ଷେପ ଅଟେ । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ମୁଖ୍ୟ ଅତିଥୂଭାବେ କଲେଜର ଅଧ୍ୟକ୍ଷ ନିରାକାର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ପ୍ରଗତି ସ୍ୱେଚ୍ଛାସେବୀ । ସଂଗଠନର ଉପଦେଷ୍ଟା ଭକ୍ତବତ୍ସଳ ମହାନ୍ତି, ସମ୍ମାନିତ ଅତିଥୂଭାବେ ଡାକୁର ପୁଷ୍ପାରାଣୀ ପଟ୍ଟନାୟକ, ଡାକୁର ପ୍ରିୟବ୍ରତ କ୍ରିୟବ୍ରତ ଦାସ, ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ, କଲ୍ୟାଣ କୁମାର ସା ସାହୁ ଓ ଅଲେଖ ପ୍ରସାଦ ସାହୁ ଯୋଗଦାନ କଟି କରିଥିଲେ । ପ୍ରଥମେ ମା' ତାରିଣୀ ଓ ପ୍ରଭୁ ଲକ୍ଷ୍ମୀନାରାୟଣଙ୍କ ଫଟୋ ଚିତ୍ରରେ ଧୂପଦୀପ ପ୍ରଜ୍ଜଳନ କରାଯାଇଥିଲା। । କାର୍ଯ୍ୟକ୍ରମରେ ଅତିଥୂ ପରିଚୟ ପ୍ରଦାନ କରିଥିଲେ ଉପଦେଷ୍ଟା ଭକ୍ତବତ୍ସଳ ମହାନ୍ତି। କାର୍ଯ୍ୟକ୍ରମକୁ ପରିଚାଳନା । କରିଥିଲେ ପ୍ରଗତି ସଂଗଠନର ସଭାପତି ମନୋଜ କୁମାର ମହାନ୍ତି। ସମ୍ପାଦକ ରଞ୍ଜିତ କୁମାର ମହାନ୍ତି କାର୍ଯ୍ୟକ୍ରମ କ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। କିପରି ଏଡିସ ମଶା କାମୁଡ଼ିଲେ ଡେଙ୍ଗୁ ଓ ମାଈ ଏନୋଫ୍ଲିସ ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ ହୋଇଥାଏ ସେ ସମ୍ପର୍କରେ ରିଫ୍ଲେକ୍ଟର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ କୁହାଯାଇଥୁଲା । ତତ୍ ସହିତ କେଉଁ ପଦକ୍ଷେପ ଗ୍ରହଣ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥୂଲା । ଏହି କା କାର୍ଯ୍ୟକ୍ରମରେ ପ୍ରଗତି ସ୍ୱେଚ୍ଛାସେବୀ ସଂଗଠନ ତ୍ରିଲୋଚନ ମହାନ୍ତି, ସୁବାଷ ମହାନ୍ତି,ସଞ୍ଜୟ କୁମାର ମହାନ୍ତି, ଲକ୍ଷ୍ମୀଧର ମହାନୁ,ବିପିନ ବିହାରୀ ମହାନୁ,ତାପସ ଲୋହାର, ହୃଷୀକେଶ ମହାନ୍ତି ଓ ଅନ୍ୟାନ୍ୟ ସଭ୍ୟସଭ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA