ବଲାଙ୍ଗିର , 22 ସେପ୍ଟେମ୍ବର (ହି.ସ.)
ମାଁ ଦୁର୍ଗାଙ୍କ ନବଦିନାତ୍ମକ ଦୁର୍ଗାପୂଜା ରୁଗୁଡିପଡାର ଦୁର୍ଗାପୂଜା ଟ୍ରଷ୍ଟ ଆନୁକୁଲ୍ୟ ରେ ଦୁର୍ଗାପୂଜା ବେଲ୍ୱବରଣ ରିତିନିତି ଶେଷ ହୋଇ ଆଜି କଳସ ଯାତ୍ରା ସମାପନ ହୋଇ ମଣ୍ଡପରେ ମାଁ ମୃଣ୍ମୟୀ ଙ୍କ ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା ହୋଇଯାଇଛି । ଏ ବର୍ଷ ମାଁ ଜଗତ ଜନନୀଙ୍କ ପୂଜା କର୍ତ୍ତା ଭାବରେ ବିଷ୍ଣୁଦତ୍ତ ହୋତା ଓ ଶୁଭଲକ୍ଷ୍ମୀ ହୋତା କାର୍ଯ୍ୟ ତୁଳାଉଥିବା ବେଳେ ସୁଦୁର ବୃନ୍ଦାବନ ଓ ବନାରସରୁ ଆସିଥିବା ଆଚାର୍ଯ୍ୟ ବୃନ୍ଦ ପୂଜାର୍ଚ୍ଚନା କରୁଛନ୍ତି । ଏଥିରେ ମୁଖ୍ୟ ଆଚାର୍ଯ୍ୟ ଭାବରେ ପଙ୍କଜ ଚତୁର୍ବେଦି ଙ୍ ସମେତ ଭିନୟ ଦ୍ୱିବେଦୀ, ରିଷଭ ଶୁକ୍ଲା, ବଳରାମ ସଜରିଆ, ଶିଲୁ ଶର୍ମ, ନିରଞ୍ଜନ ମହାପାତ୍ର, ସତ୍ୟନାରାୟଣ ପଣ୍ଡା, ସନ୍ତୋଷ ପଣ୍ଡା, ହିମାଂଶୁ ଶେଖର ପାଢି, ଲକ୍ଷ୍ମୀ ମହାରଣା. ଭାଗରଥି ମହାକୁର, ସିଧାନ୍ତ ପୁଜାରୀ, ଜ୍ୟେତିରଞ୍ଜନ ନାୟକ, ଡମ୍ବରୁଧର ପଶାୟତ, ପ୍ରକାଶ ପଶାୟତ, ସ୍ୱସ୍ତିକ ସାହୁ, ନବୀନ ବାରିକ, ଗଣେଷ ସେଠ ସେବାକାରୀ ଭାବେ କାର୍ଯ୍ୟ ତୁଳାଉଥିବା ବେଳେ ଟ୍ରଷ୍ଟର ସଭାପତି ଚେତନାନନ୍ଦ ପଣ୍ଡା, ସଂପାଦକ ହରି ନାରାୟଣ ପୂଜାରୀ, ଉପସଭାପତି ପ୍ରଦୀପ ପଟ୍ଟନାୟକ, ସଂଜିବ ଶତପଥି, ସହସଂପାଦକ ଟିଙ୍କୁ ବାଗ, ଦେବବ୍ରତ ବଗର୍ତ୍ତି, କୋଷାଧ୍ୟକ୍ଷ ଦେବାଶିଷ ମହାକୁର ସମେତ ଶିବାନନ୍ଦ ବାଗ, ନୟନ ମହାନ୍ତି, ଶଙ୍କେତ ବଗର୍ତ୍ତି, ବିଜୁ ଜାଲ, ବିଭୁତି ଭୂଷଣ ମିଶ୍ର, ଗୋପାଲ ବହିଦାର, ଅଜିତ ମହାରଣା, ଦିପକ ନାୟକ, ପ୍ରଶାନ୍ତ ସାହାଣୀ, ସୁବାଷ ନାଏକ, ସ୍ୱରୁପ ରଥ, ପଂଚାନନ ଗଡୁଆ, ଅଭିଶେକ ଚନ୍ଦନ, ଜୟକିଶନ ପଟ୍ଟନାୟକ, ଜନ୍ମୟ ଚନ୍ଦନ, ଯୋଗେନ୍ଦ୍ର ନିଆଲ, ଗକୁଲ ସେଠ, ମୁନା ସେଠ, ତପନ ସେଠ, ଜୟ ପ୍ରକାଶ ଗହିର, ନୂତନ ଛତ୍ରିଆ, ଗନନ ସେଠ, ପପୁନ ସଠେ, ସିବୁ ବଗର୍ତ୍ତି, ପ୍ରଦୀପ ମେହେର, ନାନୁ ମଲ୍ଲିକ, ଜଗତପତି ନାଏକ, ରୋଶନ ଦୀପ, ସଂଜୟ ବାଙ୍କ, କୁଲଦିପ ପଣ୍ଡା, ଦିପକ ବାଗ, ରାହୁଲ ସେଠ, ତାପସ ମହାନ୍ତି, ଟୁନା ବାଙ୍କ, ଦିଲିପ କୁମାର ବାଗ, ଚରଣ ସାହାଣୀ, ଦୁର୍ଯୋଧନ ନାୟକ, ବିଶ୍ୱ ରଂଜନ ସିଂ, ନବୀନ ନାଗ, ଲିଙ୍କନ ପଟ୍ଟନାୟକ, ମିଲନ ସାହାଣି, ବଣ୍ଟି ସେଠ, ଗଣେଷ ମେହେର, ସୁମିତ ବଗର୍ତ୍ତି, ପ୍ରଶାନ୍ତ ନାଏକ, ପଂଚାନନ ସାହୁ ଙ୍କ ସମେତ ଶ୍ରଦ୍ଧାଳୁ ଆଜିର କଳସ ଯାତ୍ରାରେ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ