ଏଲଆଇସି ଅଫିସରେ ଅଗ୍ନିକାଣ୍ଡ
ଗଞାମ, ୨୨ ସେପ୍ଟେମ୍ବର (ହି.ସ.)- ଆଜି ସକାଳ ୯ଟା ସମୟରେ ବ୍ରହ୍ମପୁର ଖୋଡାସିଂଗି ଏଲଆଇସି ଯୋନାଲ କାର୍ଯ୍ୟାଳୟ ତୃତୀୟ ମହଲାରେ ବିଦ୍ଯୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପୋଡିନଷ୍ଟ ହୋଇଥିବା ଜଣାପଡ଼ିଛି । ବ୍ରହ୍ମପୁର ଓ ଗୋପାଳପୁରର ତିନୋଟି ଦମକଳ ଗାଡି ଓ ଅଗ୍ନିଶମ
ଏଲଆଇସି ଅଫିସରେ ଅଗ୍ନିକାଣ୍ଡ


ଗଞାମ, ୨୨ ସେପ୍ଟେମ୍ବର (ହି.ସ.)- ଆଜି ସକାଳ ୯ଟା ସମୟରେ ବ୍ରହ୍ମପୁର ଖୋଡାସିଂଗି ଏଲଆଇସି ଯୋନାଲ କାର୍ଯ୍ୟାଳୟ ତୃତୀୟ ମହଲାରେ ବିଦ୍ଯୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ପୋଡିନଷ୍ଟ ହୋଇଥିବା ଜଣାପଡ଼ିଛି । ବ୍ରହ୍ମପୁର ଓ ଗୋପାଳପୁରର ତିନୋଟି ଦମକଳ ଗାଡି ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande