15 ମାସରେ କ୍ୟାମ୍ପସରେ 22 ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.)- ଗତ 15 ମାସରେ କ୍ୟାମ୍ପସରେ ଆତ୍ମହତ୍ୟା କଲେଣି 22 ଛାତ୍ରଛାତ୍ରୀ । ବିଧାନସଭା ଉତ୍ତରରୁ ସାମ୍ନାକୁ ଆସିଲା କ୍ୟାମ୍ପସ ଆତ୍ମହତ୍ୟାର ଉଦବେଗ ଜନକ ତଥ୍ୟ । ରାଜ୍ୟର ବିଭିନ୍ନ ସରକାରୀ ଏବଂ ଘରୋଇ ଶିକ୍ଷାନୁଷ୍ଠାନରେ ଆତ୍ମହତ୍ୟା କରିଛନ୍ତି । ସର୍ବ
15 ମାସରେ କ୍ୟାମ୍ପସରେ 22     ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା


ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.)- ଗତ 15 ମାସରେ କ୍ୟାମ୍ପସରେ ଆତ୍ମହତ୍ୟା କଲେଣି 22 ଛାତ୍ରଛାତ୍ରୀ

। ବିଧାନସଭା ଉତ୍ତରରୁ ସାମ୍ନାକୁ ଆସିଲା କ୍ୟାମ୍ପସ ଆତ୍ମହତ୍ୟାର ଉଦବେଗ ଜନକ ତଥ୍ୟ । ରାଜ୍ୟର

ବିଭିନ୍ନ ସରକାରୀ ଏବଂ ଘରୋଇ ଶିକ୍ଷାନୁଷ୍ଠାନରେ ଆତ୍ମହତ୍ୟା କରିଛନ୍ତି । ସର୍ବାଧିକ ରାୟଗଡାରେ

4 ଛାତ୍ର ଆତ୍ମହତ୍ୟା କରିଥିବା ବେଳେ କିଟରେ 2 ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ବିଧାୟିକା

ସୋଫିଆ ଫିର୍ଦ୍ଦୋଷଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande