ରାଜ୍ୟରେ ଗତ ୩ ବର୍ଷରେ ୨୩ ହଜାର ୧୩୦ ଜଣ ନବଜାତଙ୍କ ମୃତ୍ୟୁ
ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.)- ନବଜାତ ମୃତ୍ୟୁକୁ ନେଇ ବିଧାନସଭାରୁ ଆସିଲା ଚିନ୍ତାଜନକ ତଥ୍ୟ । କଂଗ୍ରେସ ବିଧାୟକ କାଡ୍ରାକା ଆପାଲା ସ୍ଵାମୀଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି କି ରାଜ୍ୟରେ ଗତ ତିନିବର୍ଷ ଭିତରେ 23,130ଜଣ ନବଜାତଙ୍କ
ରାଜ୍ୟରେ ଗତ ୩ ବର୍ଷରେ ୨୩     ହଜାର ୧୩୦ ଜଣ ନବଜାତଙ୍କ ମୃତ୍ୟୁ


ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.)- ନବଜାତ

ମୃତ୍ୟୁକୁ ନେଇ ବିଧାନସଭାରୁ ଆସିଲା ଚିନ୍ତାଜନକ ତଥ୍ୟ । କଂଗ୍ରେସ ବିଧାୟକ କାଡ୍ରାକା ଆପାଲା

ସ୍ଵାମୀଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି କି ରାଜ୍ୟରେ ଗତ

ତିନିବର୍ଷ ଭିତରେ 23,130ଜଣ ନବଜାତଙ୍କ ମୃତ୍ୟୁ ଘଟିଛି। 34ହଜାର 284 ଜଣ ଶିଶୁ ମା ଗର୍ଭରେ

ମୃତ୍ୟୁ ହୋଇଥିବା ବେଳେ 2ହଜାର 64ଜଣ ଗର୍ଭବତୀ ରାଜ୍ୟରେ ମରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande