ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.)
- ରାଜ୍ୟର ଦେଢ
ବର୍ଷରେ 4544ଟି ମହିଳା ଦୁଷ୍କର୍ମରେ ଶିକାର ହୋଇଛନ୍ତି । ସେଥିରୁ ସମ୍ପୃକ୍ତ 3805 ଜଣ
ପୁରୁଷ ଓ 57 ମହିଳା ଗିରଫ ହୋଇଛନ୍ତି । 394 ଜଣ
ଦଣ୍ଡିତ ହୋଇଛନ୍ତି । ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଉତ୍ତର ରଖିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା