୪ ଦଫା ଦାବି ନେଇ ଭିନ୍ନକ୍ଷମ ଅନ୍ତନିବେଶି ଶିକ୍ଷା ସ୍ୱେଛାସେବୀଙ୍କର ଧାରଣା
ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.) - ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଭିନ୍ନକ୍ଷମ ଅନ୍ତନିବେଶି ଶିକ୍ଷା ସ୍ୱେଛାସେବୀଙ୍କର ୪ ଦଫା ଦାବି ନେଇ ପ୍ରତିବାଦ। ଲୋୟର ପିମଜିରେ ଶହ ଶହ ସଂଖ୍ୟାରେ ଭିନ୍ନକ୍ଷମ ଅନ୍ତନିବେଶି ଶିକ୍ଷା ସ୍ୱେଛାସେବୀ ମାନେ ଆନ୍ଦୋଳନ କରିଛନ୍ତି। ୧୪
୪ ଦଫା ଦାବି ନେଇ ଭିନ୍ନକ୍ଷମ     ଅନ୍ତନିବେଶି ଶିକ୍ଷା ସ୍ୱେଛାସେବୀଙ୍କର ଧାରଣା


ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.)

- ଗଣଶିକ୍ଷା

ବିଭାଗରେ କାର୍ଯ୍ୟରତ ଭିନ୍ନକ୍ଷମ ଅନ୍ତନିବେଶି ଶିକ୍ଷା ସ୍ୱେଛାସେବୀଙ୍କର ୪ ଦଫା ଦାବି ନେଇ

ପ୍ରତିବାଦ। ଲୋୟର ପିମଜିରେ ଶହ ଶହ ସଂଖ୍ୟାରେ ଭିନ୍ନକ୍ଷମ ଅନ୍ତନିବେଶି ଶିକ୍ଷା ସ୍ୱେଛାସେବୀ

ମାନେ ଆନ୍ଦୋଳନ କରିଛନ୍ତି। ୧୪ ବର୍ଷ ଧରି ଭିନ୍ନକ୍ଷମ ପିଲା ମାନଙ୍କୁ ପାଠ ପଢେଇବା ସହ ତାଙ୍କର

ଶିକ୍ଷା ଦିକ୍ଷା ସହ ସମସ୍ତ ସରକାରୀ ଯୋଜନାରେ ସାମିଲ କରିବା ଭଳି କାର୍ଯ୍ୟକୁ ଗାଁ ଗାଁରେ ସଠିକ

ଭାବେ ତୁଲାଇଥିବା ବେଳେ ସରକାର ଭିନ୍ନକ୍ଷମ ଅନ୍ତନିବେଶି ଶିକ୍ଷା ସ୍ୱେଛାସେବୀ ଚାକିରୀକୁ

ରେଗୁଲାର କରିବା ସହ ୩୦ ହଜାର ଟଙ୍କା ଦରମା ଓ ସରକାରୀ ଛୁଟି ପ୍ରଦାନ୍ କରିବା ପାଇଁ ଦାବି

ରହିଛି। ଆଜି ଲୋୟର ପିମଜିରେ ଭିନ୍ନକ୍ଷମ ଅନ୍ତନିବେଶି ଶିକ୍ଷା ସ୍ୱେଛାସେବୀ ମାନେ ୪ ଦଫା ନେ଼ଇ

ପ୍ରତିବାଦ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande