15 ମାସରେ 15 ଯୁବତୀ ଏବଂ ମହିଳାଙ୍କ ଆତ୍ମଦାହ ଉଦ୍ୟମ
ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.) - ଗତ 15 ମାସରେ 15 ଯୁବତୀ ଏବଂ ମହିଳା ଆତ୍ମଦାହ ଉଦ୍ୟମ କରିଛନ୍ତି । ବିଧାନସଭାରେ ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ କାରଣ ପାଇଁ ଆତ୍ମହତ୍ୟା କରିଥିବା ଉତ୍ତରରେ ରଖିଛନ୍ତି
15 ମାସରେ 15 ଯୁବତୀ ଏବଂ     ମହିଳାଙ୍କ ଆତ୍ମଦାହ ଉଦ୍ୟମ


ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.)

- ଗତ 15 ମାସରେ

15 ଯୁବତୀ ଏବଂ ମହିଳା ଆତ୍ମଦାହ ଉଦ୍ୟମ କରିଛନ୍ତି । ବିଧାନସଭାରେ ବିଧାୟକ ତୁଷାରକାନ୍ତି

ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ କାରଣ ପାଇଁ ଆତ୍ମହତ୍ୟା

କରିଥିବା ଉତ୍ତରରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କଟକରେ 3ଟି, ଭୁବନେଶ୍ୱର 1, ବାଲେଶ୍ବର ଏବଂ ବ୍ରହ୍ମପୁରରେ

2ଟି ମାମଲା ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande