ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)
- ନବରାତ୍ରିର
ଦ୍ୱିତୀୟ ଦିନରେ ମା' ତାରିଣୀଙ୍କ ନିକଟରେ
ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ
ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ନବରାତ୍ରିର ଦ୍ୱିତୀୟ ଦିନରେ ପ୍ରାର୍ଥନା କରୁଛି,
ଘଟଗାଁ ବିଜେ ମା' ତାରିଣୀଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା