ଝଙ୍କଡ଼ବାସୀନୀ ମା' ସାରଳାଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ନବରାତ୍ରୀର ଚତୁର୍ଥ ଦିବସରେ ଝଙ୍କଡ଼ବାସୀନୀ ମା'' ସାରଳାଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ନବରାତ୍ରିର ଚତୁର୍
ଝଙ୍କଡ଼ବାସୀନୀ ମା' ସାରଳାଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କଲେ ପ୍ରଭାତି ପରିଡା


ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)- ନବରାତ୍ରୀର

ଚତୁର୍ଥ ଦିବସରେ ଝଙ୍କଡ଼ବାସୀନୀ ମା' ସାରଳାଙ୍କ ନିକଟରେ ସମସ୍ତଙ୍କ

ମଙ୍ଗଳ କାମନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ

ପ୍ରଭାତି ପରିଡା କହିଛନ୍ତି ଯେ, ନବରାତ୍ରିର ଚତୁର୍ଥ ଦିନରେ ଝଙ୍କଡ଼ବାସୀନୀ ମା' ସାରଳାଙ୍କ ନିକଟରେ ଆପଣମାନଙ୍କ ମଙ୍ଗଳକାମନା କରୁଛି । ମା' ସବୁବେଳେ

ଆପଣମାନଙ୍କୁ ସୁଖ,

ସମୃଦ୍ଧି ଏବଂ ସଫଳତା ପ୍ରଦାନ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande