ଲତା ମଙ୍ଗେସକରଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.) - ଲତା ମଙ୍ଗେସକରଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ନମନ କରୁଛି । ସ
ଲତା ମଙ୍ଗେସକରଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 28 ସେପ୍ଟେମ୍ବର (ହି.ସ.)

- ଲତା ମଙ୍ଗେସକରଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତ

ରତ୍ନ ଲତା ମଙ୍ଗେସକରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ନମନ କରୁଛି ।

ସ୍ୱର ସାମ୍ରଜ୍ଞୀ ଲତା ଦିଦି ଭାରତୀୟ ସଙ୍ଗୀତକୁ ଅନ୍ତର୍ଜାତୀୟ ମଂଚରେ ନୂଆ ପରିଚୟ ଦେଇଥିଲେ

। ତାଙ୍କ ନିଆରା ସ୍ୱର ପ୍ରତ୍ୟେକଙ୍କ ହୃଦୟକୁ ଛୁଇଁଯାଉଥିଲା ଏବଂ ଭାରତୀୟ ସଂଗୀତକୁ ଶାଶ୍ୱତ

କରିଥିଲା । ତାଙ୍କ ସ୍ୱର ଭାରତୀୟ ସଂଗୀତକୁ ସମୃଦ୍ଧ କରିବା ସହିତ ବିଶ୍ୱରେ ଭାରତୀୟ ସଂସ୍କୃତିର

ଐତିହ୍ୟକୁ ବି ସଂରକ୍ଷିତ କରିଥିଲା । ଲତା ଦିଦିଙ୍କ ଅବିସ୍ମରଣୀୟ ସ୍ୱର ପ୍ରତ୍ୟେକ ଭାରତୀୟଙ୍କ

ହୃଦୟରେ ସର୍ବଦା ଗୁଂଜରିତ ରହିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande