ନବରାତ୍ରୀରେ ଦେବୀମାଆଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କଲେ ପିଏମ ମୋଦି
ନୂଆଦିଲ୍ଲୀ, 28 ସେପ୍ଟେମ୍ବର (ହି.ସ.) - ନବରାତ୍ରୀରେ ଦେବୀମାଆଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ପିଏମ ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେବୀ ମାଆଙ୍କ ଚରଣରେ କୋଟି କୋଟି ପ୍ରଣାମ । ସେ ସମସ୍ତଙ୍କୁ ଅଦମ୍ୟ ସାହସ ଓ ଉତମ ସ୍
ନବରାତ୍ରୀରେ ଦେବୀମାଆଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କଲେ ପିଏମ ମୋଦି


ନୂଆଦିଲ୍ଲୀ, 28 ସେପ୍ଟେମ୍ବର (ହି.ସ.)

- ନବରାତ୍ରୀରେ ଦେବୀମାଆଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ପିଏମ

ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେବୀ ମାଆଙ୍କ ଚରଣରେ

କୋଟି କୋଟି ପ୍ରଣାମ । ସେ ସମସ୍ତଙ୍କୁ ଅଦମ୍ୟ ସାହସ ଓ ଉତମ ସ୍ୱାସ୍ଥ୍ୟର ଆଶୀଷ ପ୍ରଦାନ

କରନ୍ତୁ ତାଙ୍କ ନିକଟରେ ଏହାହିଁ ପ୍ରାର୍ଥନା କରୁଛି । ତାଙ୍କ କୃପାରେ ସମସ୍ତଙ୍କ ଜୀବନରେ

ଆତ୍ମବଳର ସଂଚାର ହେଉ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande