ରାଜ୍ୟ କ୍ୟାବିନେଟରେ ୩ ବିଭାଗର ୪ଟି ପ୍ରସ୍ତାବକୁ ମଂଜୁରୀ
ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ରାଜ୍ୟ କ୍ୟାବିନେଟର ୨୭ତମ ବୈଠକ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୋଟ ୪ ଟି ପ୍ରସ୍ତାବକୁ ଅନମୋଦନ ମିଳିଛି। ଏହା ମଧ୍ୟରେ ପୂର୍ତ ବିଭାଗର ଗୋଟିଏ, ସ୍କୁଲ ଓ ଗଣଶିକ୍ଷା ବି
ରାଜ୍ୟ କ୍ୟାବିନେଟରେ ୩ ବିଭାଗର ୪ଟି ପ୍ରସ୍ତାବକୁ ମଂଜୁରୀ


ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ରାଜ୍ୟ କ୍ୟାବିନେଟର ୨୭ତମ ବୈଠକ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୋଟ ୪ ଟି ପ୍ରସ୍ତାବକୁ ଅନମୋଦନ ମିଳିଛି। ଏହା ମଧ୍ୟରେ ପୂର୍ତ ବିଭାଗର ଗୋଟିଏ, ସ୍କୁଲ ଓ ଗଣଶିକ୍ଷା ବିଭାଗର ଗୋଟିଏ ଏବଂ ଶ୍ରମ ବିଭାଗରର ଦୁଇଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦିତ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande