ଢେଙ୍କିକୋଟରେ ମା ଜଗତ ଜନନୀଙ୍କ ସପ୍ତମୀ ପୂଜା ଅନୁଷ୍ଠିତ
କେନ୍ଦୁଝର, ୨୯ ସେପ୍ଟେମ୍ବର(ହି.ସ.) – ଆଜି ଠାରୁ ସମସ୍ତ ଦୁର୍ଗା ପୂଜା ଅନୁଷ୍ଠାନ ଗୁଡ଼ିକରେ ମା ଦୂର୍ଗାଙ୍କ ପୂଜା ଆରମ୍ଭ ହୋଇଛି । ଆଜି ପୂଜା ମଣ୍ଡପରେ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଠାରେ ମା ଦୂର୍ଗାଙ୍କ ମୃଣ୍ମୟୀ ଦେବୀଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ଉକ୍ତ
ଢେଙ୍କିକୋଟରେ ମା ଜଗତ ଜନନୀଙ୍କ ସପ୍ତମୀ ପୂଜା ଅନୁଷ୍ଠିତ


କେନ୍ଦୁଝର, ୨୯ ସେପ୍ଟେମ୍ବର(ହି.ସ.) – ଆଜି ଠାରୁ ସମସ୍ତ ଦୁର୍ଗା ପୂଜା ଅନୁଷ୍ଠାନ ଗୁଡ଼ିକରେ ମା ଦୂର୍ଗାଙ୍କ ପୂଜା ଆରମ୍ଭ ହୋଇଛି । ଆଜି ପୂଜା ମଣ୍ଡପରେ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଠାରେ ମା ଦୂର୍ଗାଙ୍କ ମୃଣ୍ମୟୀ ଦେବୀଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ଉକ୍ତ ପୂଜା ମଣ୍ଡପରେ ଦୀର୍ଘ ତିରିଶ ବର୍ଷ ରୁ ଉର୍ଦ୍ଧ ବର୍ଷ ଧରି ପୂଜା ଅନୁଷ୍ଠିତ ହେଉଛି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande