୫୯ ନମ୍ବର ୱାର୍ଡ ଅଫିସ , ସାମନ୍ତରାପୁର ଲାଇଟ୍ ହାଉସ ଓ ହାଇ ମାଷ୍ଟ ଲାଇଟ୍ ଉଦଘାଟିତ
ଭୁବନେଶ୍ୱର,୦୬ ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଶନିବାର ୫୯ ନମ୍ବର ୱାର୍ଡ ଅଫିସ ଓ ସାମନ୍ତରାପୁର ଲାଇଟ୍ ହାଉସ ସାଙ୍ଗକୁ ହାଇ ମାଷ୍ଟ ଲାଇଟ୍ ର ଶୁଭ ଉଦ୍ଘାଟନ ହୋଇଯାଇଛି । କାର୍ଯ୍ୟକ୍ରମରେ ଅବକାରୀ, ପୂର୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ
୫୯ ନମ୍ବର ୱାର୍ଡ ଅଫିସ , ସାମନ୍ତରାପୁର ଲାଇଟ୍ ହାଉସ ଓ ହାଇ ମାଷ୍ଟ ଲାଇଟ୍ ଉଦଘାଟିତ


ଭୁବନେଶ୍ୱର,୦୬ ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ଶନିବାର ୫୯ ନମ୍ବର ୱାର୍ଡ ଅଫିସ ଓ ସାମନ୍ତରାପୁର ଲାଇଟ୍ ହାଉସ ସାଙ୍ଗକୁ ହାଇ ମାଷ୍ଟ ଲାଇଟ୍ ର ଶୁଭ ଉଦ୍ଘାଟନ ହୋଇଯାଇଛି । କାର୍ଯ୍ୟକ୍ରମରେ ଅବକାରୀ, ପୂର୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ , ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ , ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ବିଏମ୍ ସି କମିଶନର ଚଂଚଳ ରାଣା, କର୍ପୋରେଟର ତଥା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୁପକାର, ବହୁ କର୍ପୋରେଟର ଓ ନାଗରିକମାନେ ଉପସ୍ଥିତ ଥିଲେ ।ନ କରାଯାଇଛି। ବିଜେଡି ଉପସଭାପତି ପ୍ରତାପ ଜେନା ବିଜ୍ଞପ୍ତିରେ ଏହା ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande