ଏଫଏମ ଦ୍ୱାରା ଟ୍ରାଫିକ ଅପଡେଟ୍ ଦେବ କମିସନରେଟ ପୋଲିସ
ଭୁବନେଶ୍ୱର, 6 ସେପ୍ଟେମ୍ବର (ହି.ସ.)- ଏଫଏମ ଦ୍ୱାରା ଟ୍ରାଫିକ ଅପଡେଟ୍ ଦେବ କମିସନରେଟ ପୋଲିସ । ସମସ୍ତ ଏଫଏମଚ୍ୟାନେଲ ଶହ କଥା ହୋଇଛି କମିସନରେଟ ପୋଲିସ । ଟ୍ରାଫିକ ପୋଲିସ ସହ ସେମାନେ ମିଶିକି କାମ କରିବେ । ଆଗରୁ ଏହିଭଳି ଏଫଏମ ଦ୍ୱାରା ସୂଚନା ଦିଆଯାଉଥିଲା । ତାହା ଡ଼ିସକଣ୍ଟିନ୍ୟୁ ହେଇଥିଲା
ଏଫଏମ ଦ୍ୱାରା ଟ୍ରାଫିକ ଅପଡେଟ୍ ଦେବ କମିସନରେଟ ପୋଲିସ


ଭୁବନେଶ୍ୱର, 6 ସେପ୍ଟେମ୍ବର (ହି.ସ.)- ଏଫଏମ ଦ୍ୱାରା ଟ୍ରାଫିକ ଅପଡେଟ୍ ଦେବ କମିସନରେଟ ପୋଲିସ । ସମସ୍ତ ଏଫଏମଚ୍ୟାନେଲ ଶହ କଥା ହୋଇଛି କମିସନରେଟ ପୋଲିସ । ଟ୍ରାଫିକ ପୋଲିସ ସହ ସେମାନେ ମିଶିକି କାମ

କରିବେ । ଆଗରୁ ଏହିଭଳି ଏଫଏମ ଦ୍ୱାରା ସୂଚନା ଦିଆଯାଉଥିଲା । ତାହା ଡ଼ିସକଣ୍ଟିନ୍ୟୁ ହେଇଥିଲା । କିନ୍ତୁ

ଏବେ ଏହାକୁ ପୁଣି ଥରେ ଆରମ୍ଭ କରିଛି କମିସନରେଟ ପୋଲିସ । ଟ୍ରାଫିକ ପରିଚାଳନାକୁ ସୁଦୃଢ କରିବା

ପାଇଁ ଏଭଳି ପଦକ୍ଷେପ ନେଇଛି ପୋଲିସ ବୋଲି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande