୫ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ - ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୦୬ ସେପ୍ଟେମ୍ବର (ହି.ସ.)- ୫ଟି ସ୍କୁଲରେ ଦୁର୍ନୀତି ହୋଇଥିବା ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ୫ଟି ସ୍କୁଲରେ ହୋଇଥିବା ଦୁର୍ନୀତିକୁ ନେଇ ସିଏଜି ଖୋଳ ତାଡ଼ କରୁଛନ୍ତି। ସିଏଜି ଗଣଶିକ୍ଷା ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଛନ୍ତି। ଏହା
୫ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ - ଗଣଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର,୦୬ ସେପ୍ଟେମ୍ବର (ହି.ସ.)- ୫ଟି ସ୍କୁଲରେ ଦୁର୍ନୀତି ହୋଇଥିବା ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ୫ଟି ସ୍କୁଲରେ ହୋଇଥିବା ଦୁର୍ନୀତିକୁ ନେଇ ସିଏଜି ଖୋଳ ତାଡ଼ କରୁଛନ୍ତି। ସିଏଜି ଗଣଶିକ୍ଷା ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଛନ୍ତି। ଏହା ପରେ ପ୍ରତିକ୍ରିୟା ରଖି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯଦି ଦୁର୍ନୀତି ହୋଇ ଥିବ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande