ଭୁବନେଶ୍ୱର, 6 ସେପ୍ଟେମ୍ବର (ହି.ସ.)- ରାଜ୍ୟରେ ସାରର ଅଭାବ ନାହିଁ । ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁଦ ଅଛି ବୋଲି
କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଚାଷୀ ମାନେ ଭୟଭୀତ ହୁଅନ୍ତୁ ନାହିଁ
। ବିରୋଧୀ ଏହି ପ୍ରସଙ୍ଗରେ ଅଯଥା ରାଜନୀତି କରୁଛନ୍ତି । ସାର କଳା ବଜାରୀ ରୋକିବାକୁ ବିଭାଗ
ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା