ଭୁବନେଶ୍ୱର, 6 ସେପ୍ଟେମ୍ବର (ହି.ସ.)- ପୂଜା ପୂର୍ବରୁ ସରିବ
ରାସ୍ତାଘାଟ ମରାମତି କାମ। ଏଥିପାଇଁ କିଛି ସମୟ ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ
ଆରମ୍ଭ ହେବ ବୈଠକ । କଟକ, ଭୁବନେଶ୍ୱରର ଲୋକସଭା ସାଂସଦ ଓ ସମସ୍ତ ବିଧାୟକ, ମେୟର, କମିଶନରଙ୍କ ସହ ପୂର୍ତ୍ତ
ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ସେପ୍ଟେମ୍ବର 20 ସୁଦ୍ଧା ସବୁ ରାସ୍ତାର ମରାମତି
କାମ ସରିବା ନେଇ ଆଜି ବୈଠକରେ ରୋଡ ମ୍ୟାପ
ପ୍ରସ୍ତୁତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା