ମୁଣ୍ଡଳୀରେ ପିକ ଚାଲିଛି ମହାନଦୀ ଜଳ- ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)- ମୁଣ୍ଡଳୀରେ ପିକ ଚାଲିଛି ମହାନଦୀ ଜଳ । ମୁଣ୍ଡଳୀରେ ଏବେ 6.16 ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେଉଛି । ଆଗକୁ ଜଳ ସ୍ତର କମିବ । ହୀରାକୁଦରେ 8 ଗେଟ ଦେଇ ମହାନଦୀ ଜଳ ନିଷ୍କାସନ ହେଉଛି । ଭଟ୍ଟାରିକା ସହ ବାଙ୍କୀ ତଳିଆ ପଠା ଅଂଚଳରେ
ମୁଣ୍ଡଳୀରେ ପିକ ଚାଲିଛି     ମହାନଦୀ ଜଳ- ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ


ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)- ମୁଣ୍ଡଳୀରେ ପିକ

ଚାଲିଛି ମହାନଦୀ ଜଳ । ମୁଣ୍ଡଳୀରେ ଏବେ 6.16 ଲକ୍ଷ କ୍ୟୁସେକ ଜଳ

ପ୍ରଭାବିତ ହେଉଛି । ଆଗକୁ ଜଳ ସ୍ତର କମିବ । ହୀରାକୁଦରେ 8 ଗେଟ ଦେଇ ମହାନଦୀ ଜଳ

ନିଷ୍କାସନ ହେଉଛି । ଭଟ୍ଟାରିକା ସହ ବାଙ୍କୀ ତଳିଆ ପଠା ଅଂଚଳରେ ପାଣି ପଶିଛି । ଜିଲ୍ଲା ପ୍ରଶାସନ ସହ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ଅଛି

। ବ୍ରାହ୍ମଣୀ ଜଳ ଯାଉଥିବା ରେଙ୍ଗାଲିର କେବଳ 3 ବ୍ଲକରେ 50 ମିମିବର୍ଷା ହୋଇଛି । ଗୋଟେ ବ୍ଲକରେ ଯାହା ଢେଙ୍କାନାଳ ବ୍ଲକ ଭୁବନରେ 100 ମିମିରୁ ଅଧିକ

ବର୍ଷା ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande