ମହାନଦୀରେ ବନ୍ୟା ସ୍ଥିତି ନାହିଁ- ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)- ମହାନଦୀରେ ବନ୍ୟା ସ୍ଥିତି ନାହିଁ । 10 ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେଲେ ହେଲେ ବନ୍ୟା ହୁଏ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବର୍ଷା ଆକଳନ ନେଇ ପାଣିପାଗ ବିଭାଗ ଆଲର୍ଟ ଅଛି । ବନ୍ୟା ହେଲେ ସବୁ ପରିସ୍ଥିତି ମୁ
ମହାନଦୀରେ ବନ୍ୟା ସ୍ଥିତି ନାହିଁ-     ରାଜସ୍ୱ ମନ୍ତ୍ରୀ


ଭୁବନେଶ୍ୱର, 7 ସେପ୍ଟେମ୍ବର (ହି.ସ.)- ମହାନଦୀରେ

ବନ୍ୟା ସ୍ଥିତି ନାହିଁ । 10 ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେଲେ ହେଲେ ବନ୍ୟା ହୁଏ ବୋଲି କହିଛନ୍ତି ରାଜସ୍ୱ

ମନ୍ତ୍ରୀ ସୁରେଶ ପୂଜାରୀ । ବର୍ଷା ଆକଳନ ନେଇ ପାଣିପାଗ ବିଭାଗ ଆଲର୍ଟ ଅଛି । ବନ୍ୟା ହେଲେ ସବୁ ପରିସ୍ଥିତି ମୁକାବିଲା ପାଇଁ

ରାଜସ୍ବ ବିଭାଗ ପ୍ରସ୍ତୁତ ଥିବା ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande