ମେନକା ଭଞ୍ଜଙ୍କ ବିୟୋଗରେ ଶୋକ
ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ପୌରାଂଚଳ ଅନ୍ତର୍ଗତ ୱାର୍ଡ଼ ନମ୍ବର–୭, ଭିଆଇପି କଲୋନୀରେ ଅଧିବକ୍ତା ଦୀପକ ସାହୁଙ୍କ ମାତା ଓ ପୂର୍ବତନ ପାରିଷଦ ସ୍ୱର୍ଣ୍ଣଲତା ସାହୁଙ୍କ ଶାଶୁମାଆ ସ୍ୱର୍ଗତ ମେନକା ଭଞ୍ଜଙ୍କ ଦେହାବସାନ ଖବର ପାଇ ଆମେ ସମସ୍ତେ ଗଭୀର ମର୍ମାହତ । ତାଙ୍କ ପରଲୋକଗମନରେ ବିଜୁ ଜନତା ଦଳ
MENAKA BHANJANKA BIYOGARE SOKA


ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ପୌରାଂଚଳ ଅନ୍ତର୍ଗତ ୱାର୍ଡ଼ ନମ୍ବର–୭, ଭିଆଇପି କଲୋନୀରେ ଅଧିବକ୍ତା ଦୀପକ ସାହୁଙ୍କ ମାତା ଓ ପୂର୍ବତନ ପାରିଷଦ ସ୍ୱର୍ଣ୍ଣଲତା ସାହୁଙ୍କ ଶାଶୁମାଆ ସ୍ୱର୍ଗତ ମେନକା ଭଞ୍ଜଙ୍କ ଦେହାବସାନ ଖବର ପାଇ ଆମେ ସମସ୍ତେ ଗଭୀର ମର୍ମାହତ । ତାଙ୍କ ପରଲୋକଗମନରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ବରିଷ୍ଠ ନେତା ଗୋପାଳ କୃଷ୍ଣ ଦାସ, ପୂର୍ବତନ ବିଜେଡ଼ି ଭଦ୍ରକ ବ୍ଲକ ସମ୍ପାଦକ ରଘୁନାଥ ପଣ୍ଡା, ଭଦ୍ରକ ପୌରପାଳିକା ୱାର୍ଡ ନମ୍ବର ୧୦ ପାରିଷଦ ଙ୍କ ପ୍ରତିନିଧି ପଙ୍କଜ ବଳ, ପୂର୍ବତନ ପାରିଷଦ ଦୁର୍ଗା ପ୍ରସନ୍ନ ଦାସ, ବରିଷ୍ଠ ଅଧିବକ୍ତା ବଟକୃଷ୍ଣ ଦାସ, ବରିଷ୍ଠ ଅଧିବକ୍ତା ପୱନ୍ ଶର୍ମା, ବରିଷ୍ଠ ସାମ୍ବାଦିକ ରବି ଖିଲାର, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠା ଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ହୋଇ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande