ଏମକେସିଜିରେ ବଢ଼ିବ ୧୯ ପିଜି ସିଟ୍
ଗଞ୍ଜାମ, ୧୧ ଜାନୁଆରୀ (ହି.ସ.)- ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲ କଲେଜରେ ବଢିଵ୧୯ ପିଜି‌ ସିଟ। ଏନେଇ ରାଜ୍ୟ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ(ଡିଏମଇଟି) ପକ୍ଷରୁ ଚିଠି ମାଧ୍ୟମରେ ଏମକେସିଜି‌ କତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। କାର୍ଡିଓଲୋଜି, ବିଭାଗରେ୨, ଟିପିଜିସିଟ, ଏନ୍
ଏମକେସିଜିରେ ବଢ଼ିବ ୧୯ ପିଜି ସିଟ୍


ଗଞ୍ଜାମ, ୧୧ ଜାନୁଆରୀ (ହି.ସ.)- ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲ କଲେଜରେ ବଢିଵ୧୯ ପିଜି‌ ସିଟ। ଏନେଇ ରାଜ୍ୟ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ(ଡିଏମଇଟି) ପକ୍ଷରୁ ଚିଠି ମାଧ୍ୟମରେ ଏମକେସିଜି‌ କତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। କାର୍ଡିଓଲୋଜି, ବିଭାଗରେ୨, ଟିପିଜିସିଟ, ଏନ୍‌ ଡ୍ରୋକାଇନଲୋଜି ଵିଭାଗରେ୨ ସିଟ, ଜେନେରାଲ ସର୍ଜରି ବିଭାଗରେ ୫ ସିଟ଼, ଚକ୍ଷୁ ବିଭାଗରେ ଗୋଟିଏ, ପାଥୋଲଜି ବିଭାଗରେ୨ଟି, ରେଡ଼ିଓ ଥେରାପି ଵିଭାଗରେ୫ ଓ ରେସପିରୋଟାରୀ ମେଡିସିନ ବିଭାଗରେ ୨ ପିଜି ସିଟ୍ ଵଢିବ ବୋଲି ଚିଠିରେ ଦର୍ଶାଯାଇଛି। ସମୁଦାୟ ୧୯ଟି ପିଜି ସିଟ୍ ବୃଦ୍ଧି ହେବା ନେଇ ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande