
ଭଦ୍ରକ, ୧୫ ଜାନୁଆରୀ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅନ୍ତଗର୍ତ ରାଧାବଲ୍ଲଭପୁର ପଂଚାୟତର ହନୁମାନ ପଡ଼ିଅୋର ପୂବର୍ତନ ସରପଂଚ ସ୍ୱଗର୍ତ ବୈରାଗୀ ଚରଣ ଘଡାଇ ଙ୍କ ସ୍ମୃତେିର ବୈରାଗୀ ଚରଣ ଘଡାଇ ମେମୋରିଆଲ ଆନ୍ତଜିଲ୍ଲା କ୍ରେିକଟ ଟୁର୍ଣ୍ଣୋମଂଟ ଗୁରୁବାର ଉଦଘାଟିତ ହୋଇଛି। ଉଦଘାଟନୀ ଉତ୍ସବେର ସରପଂଚ ପ୍ରୀତମ ଦାସ ମୁଖ୍ୟ ଅତିଥି ଭୋବ ଯୋଗେଦଇଥିବା େବେଳ, ପୂବର୍ତନ ସରପଂଚ ବିଶ୍ୱରଂଜନ ଘଡ଼ାଇ ଓ ସମିତି ସଭ୍ୟ ସୂର୍ଯ୍ୟକାନ୍ତ ନାୟକ ସମ୍ମାନିତ ଅତିଥି ଭୋବ ଉପସ୍ଥିତ ରହି ଟୁର୍ଣ୍ଣୋମଂଟର ଶୁଭାରମ୍ଭ କରିଥେôଲ। ଉଦଘାଟନୀ ମ୍ୟାଚେର ମା’ ମନ୍ତ୍ରବାସିନୀ କ୍ରେିକଟ ଦଳ ଧାମନଗର ଓ ରୟାଲ -୧୧ ମାକର୍ଣା(ବାଲେଶ୍ୱର) ମଧ୍ୟେର ମୁକାବିଲା ହୋଇଥିଲା। ଟସ୍ ଜିତି ରୟାଲ -୧୧ ପ୍ରଥେମ ବ୍ୟାଟିଙ୍ଗ କରି ୧୫ ଓଭର ରେ ୧୧୭ ରନ ସଂଗ୍ରହ କରିଥିଲା। ଜବାବେର ଧାମନଗର ଦଳ ୧୪.୩ ଓଭର ରେ ସମସ୍ତ ଉେଇକଟ ହରାଇ ୧୧୦ ରନ ରେ ସୀମିତ ହୋଇ ପରାଜୟ ବରଣ କରିଥିଲା। ରୟାଲ -୧୧ ମ୍ୟାଚଟି ଜିତିଥିଲା। ଏହି ଟୁଣ୍ଣାମେଂଟେର ମୋଟ ୧୬ ଟି ଦଳ ଅଂଶଗ୍ରହଣ କରୁଥିବା େବେଳ, ଆଗ କ୍ୱାଟର୍ର ଫାଇନାଲ ମ୍ୟାଚ ଗୁଡ଼ିକ ଖେଳାଯିବ। ଟୁର୍ଣ୍ଣାମେଂଟଟି ବଜରଙ୍ଗବାଲି କ୍ରେିକଟ କ୍ଲବ ପକ୍ଷରୁ ଅୋୟାଜିତ ହୋଇଛି। ମ୍ୟାଚେର ବବୁଲ ପଣ୍ଡା ଓ ଶ୍ରୀତମ ଦାସ ଆମ୍ପାୟର ଥିବା େବେଳ, ଶୁଭ ରଞ୍ଜନ ମେକାପ ଧାରା ବିବରଣୀ ପ୍ରଦାନ କରିଥେôଲ। ସତ୍ୟପ୍ରକାଶ ବାହିନୀପତି ଓ ପ୍ରଭାସ ସାହୁ ସ୍କୋର ର ଭୋବ କାର୍ଯ୍ୟ କରିଥେôଲ। ରଞ୍ଜନ ସାହୁ, ସେନ୍ତାଷ ସାହୁ, କାବୁଲି ପଲାଇ ସହ ଅନ୍ୟ ସଦସ୍ୟମୋନ ଟୁର୍ଣ୍ଣୋମଂଟେର ସହେଯାଗ କରିଥେôଲ।
ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ
------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ