
ଭଦ୍ରକ, ୧୫ ଜାନୁଆରୀ (ହି.ସ.) - ଆମ ମାତୃଭାଷା ପରିଷଦର “ମକର ସଂକ୍ରାନ୍ତି ଆସର” ସାମରାଇପୁରସ୍ଥିତ ଗୁରୁକୃପା ଭବନେର ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂବର୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟେର ଅନୁଷ୍ଠିତ ଆସରକୁ ବୟୋଜ୍ୟୋଷ୍ଠା ସମାଜେସବୀ ଶୁଭ୍ରକାନ୍ତି ଦାଶ ଉଦଘାଟନ କରିଥେôଲ। “ଓଡ଼ିଆ କ୍ଷୁଦ୍ରଶିଳ୍ପେର ବ୍ୟାସକବି ଫକୀରେମାହନ” ଶୀଷର୍କ ଅୋଲାଚନା ଚକ୍ରେର ମୁଖ୍ୟଅତିଥି ପୂବର୍ତନ ଅଧ୍ୟକ୍ଷ ଓ ସାହିତ୍ୟ ଆକୋଡମୀ ପୁରସ୍କୃତ ପବିତ୍ର ପାଣିଗ୍ରାହୀ, ମୁଖ୍ୟବକ୍ତା ଶିକ୍ଷାବିତ୍ ଗୟାଧର ପଣ୍ଡା, ସମ୍ମାନିତ ଅତିଥି ସମାଜେସବୀ ଶାନ୍ତନୁ କୁମାର ରାଉତ, ବିଶିଷ୍ଟ ଅତିଥି ଅଧ୍ୟକ୍ଷ ନୀହାର ରଞ୍ଜନ କର, ଅତିଥି ବିଶିଷ୍ଟ ଅଧିବକ୍ତା ପଶୁର୍ରାମ ଦ୍ୱେିବଦୀ, ଅଧ୍ୟାପିକା ଭାନୁମତୀ ମାଟିଆ, ବିପ୍ଳବୀ କବି ମୁକୁନ୍ଦ ଦେବ ନାୟକ, ରେମଶ ଚନ୍ଦ୍ର ଦାସ, ବାବୁଲାଲ ଦାସ, ପୂବର୍ତନ ସାହିତ୍ୟ ଆକୋଡମୀ ସଦସ୍ୟ ପୂଣ୍ଣର୍ଚନ୍ଦ୍ର ବହଳୀ, ସଙ୍ଗୀତ ନାଟକ ଆକୋଡମୀ ପୁରସ୍କାର ପ୍ରାପ୍ତ ଗୌରାଙ୍ଗ ଚନ୍ଦ୍ର ବାରିକ ପ୍ରମୁଖ ଯୋଗେଦଇ କହିଥେôଲ ଯେ ବ୍ୟାସକବି ଫକୀରେମାହନ ଜେଣ ଦକ୍ଷ ବୁଦ୍ଧିମତ୍ତା ଯୁକ୍ତ ସାମାଜିକ କ୍ଷୁଦ୍ରଗାଳ୍ପିକ ଥେôଲ, ତାଙ୍କର ଶେଷ ଜୀବନ ଦାରିଦ୍ର୍ୟତା ମଧ୍ୟେର କଟିଥେôଲ ମଧ୍ୟ ଜୀବନର ଶେଷ ପର୍ଯ୍ୟନ୍ତ ମାତୃଭାଷା ଓ ମାତୃଭୂମିର ଉତଥାନ୍ ପାଇଁ ତାଙ୍କର ଅଧ୍ୟବସାୟ ଜାରି ରଖିଥେôଲ ବୋଲି ମତବ୍ୟକ୍ତ କରିଥେôଲ। କବୟିତ୍ରୀ ଜାନକୀ ପାଢୀ ଓ ମେନାରମା ରାୟଙ୍କ ସେଂଯାଜନୋର ଅନୁଷ୍ଠିତ ମକର ସଂକ୍ରାନ୍ତି କବିତା ଆସରେର େଉମଶ ଚନ୍ଦ୍ର ମହାପାତ୍ର, ଜଗନ୍ନାଥ ନାୟକ, ମାନସ ରଞ୍ଜନ ପଣ୍ଡା, େଉପନ୍ଦ୍ର କୁମାର ବାରିକ, ଡା. ଚିତରଞ୍ଜନ ମହାପାତ୍ର, ମେହନ୍ଦ୍ର ଓଝା, ମାନସୀବାଳା ସୁତାର, ମୀନତି ବାରିକ, ମୋନାଲିସା ସାହୁ, ବିଜୟ କୁମାର ବହଳୀ, ଅମର କୁମାର ପାଣିଗ୍ରାହୀ, ଧେôରନ୍ଦ୍ର ନାୟକ, ଅଧିବକ୍ତା ମେନାରଞ୍ଜନ ଦାସ, ସେକ୍ ଅବଦୁଲ୍ ଦୟାନ, ମୁସ୍ତାକ୍ ଗୌହର, କୈଳାସ ଦାସ, ନିରଞ୍ଜନ ନାୟକ, ସେୁରଶ କୁମାର ସାହୁଙ୍କ ସେମତ ବହୁକବି ସ୍ୱରଚିତ କବିତା ପାଠ କରିଥେôଲ। ସମାଜେସବୀ ନାରାୟଣ ଚନ୍ଦ୍ର ପାଢୀ ସ୍ୱାଗତଭାଷଣ ଓ ଅତିଥି ପରିଚୟ କରିଥିବୋବେଳ ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶ ସମ୍ପାଦକୀୟ ପାଠ, ସହସମ୍ପାଦିକା ମମତା ରାଣୀ ଦାଶମିଶ୍ର ଓ ବ୍ୟଙ୍ଗକବି ଗୋକୁଳା ନନ୍ଦ ରାଉତ ଓ ମଂଚ ପରିଚାଳନା ଶେଷେର ପାଥର୍ସାରଥୀ ମହାନ୍ତି ଧନ୍ୟବାଦ ଅପର୍ଣ କରିଥେôଲ।
ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ
-------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ