
ଭଦ୍ରକ, ୧୫ ଜାନୁଆରୀ (ହି.ସ.) - ଆଜିର ଆଧୁନିକ ସମାଜ ବିଜ୍ଞାନ, ପ୍ରଯୁକ୍ତି, ଯୋଗାଯୋଗ ଓ ଅଥର୍ନୀତେିର ଦ୍ରୁତ ଅଗ୍ରଗତି କରିଥେôଲ ମଧ୍ୟ ମଣିଷର ସବୁଠାରୁ ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ଶିକ୍ଷା, ଚିକିତ୍ସା ଓ ବାସଗୃହ ପୂରଣ କରିବା ଏପର୍ଯ୍ୟନ୍ତ ସମସ୍ୟା ହୋଇ ରହିଛି। ବେିଶଷକରି ଖାଦ୍ୟ ଅଭାବ ଏମିତି ଏକ ସମସ୍ୟା, ଯାହା ଆଜି ମଧ୍ୟ ଲକ୍ଷାଧିକ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ଏହି ପରିସ୍ଥିତେିର ସନ୍ଥ ରାମପାଲ ଜୀ ମହାରାଜଙ୍କ ଅନ୍ନପୂର୍ଣ୍ଣା ମୁହିମ ଏକ ମାନବିକ, ସମାଜ ସେବାମୂଳକ ଓ ଆଦର୍ଶ ଉଦ୍ୟମ ଭାବେର ସାମ୍ନାକୁ ଆସିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତଗର୍ତ କଲ୍ୟାଣୀ ପଂଚାୟତ ରେ ଗତ ବର୍ଷ ୨୦୨୫ ମସିହା ଡେିସମ୍ବର ତା ୧୨ ରିଖ ରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା ସେୁରନ୍ଦ୍ର ବାରିକ ଙ୍କ ପୁଅ ଦୀପକବାରିକ (୩୨ େ)ତେଲଙ୍ଗାନା ରେ ଦାଦନ ଖଟିବାକୁ ଯାଇଥେଲ ଘେର ତାଙ୍କ ଅନ୍ଧ ବାପ ରୂଗୀଣା ମା ଓ ତାଙ୍କ ଧର୍ମ ପତ୍ନୀ ଦୀପକ ଙ୍କ ବିବାହ ମାତ୍ର ୯ ମାସ ହେବ େଏବ ତାଙ୍କ ସ୍ତ୍ରୀ ଅନ୍ତସତା. ଦୀପକ େକେବଳ ଏକ ମାତ୍ର ରୋଜଗାରିଆ ପୁଅ ଥେôଲ ପରିବାର ତାଙ୍କ ଉପେର ନିଭର୍ର ଥିଲା ଦୀପକ େତେଲଙ୍ଗାନାର ଏକ ଘେରାଇ କମ୍ପାନୀ ରେ କାର୍ଯ୍ୟରତ ଥେôଲ ହଟାତ ଦୀପକ ଙ୍କ ଦେହାନ୍ତ ଖବର ଶୁଣି ପୁରା ଅଂଚଳ ରେ ଶୋକୋକାଳ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏଇ ଖବର ଟି ଗଣମାଧ୍ୟମ ରେ ପ୍ରଚାର ପ୍ରସାର ଦେଖି ସନ୍ଥ ସତପାଲ ମହାରାଜ ଜି ଙ୍କ ନିକଟେର ପହଂଚି ଥିଲା ଯାହାକୁ ନେଇ ସନ୍ଥ ସତପାଲ ମହାରାଜ ଙ୍କ ଏକ ଟିମ ଆସି ଦୀପକ ଙ୍କ ବାସଭବନ ନିକଟେର ପହଂଚି ତାଙ୍କୁ ସାହାଯ୍ୟର ହାତ ବଢ଼ାଇ ଥେôଲ। େଯେତ ଦିନ ପର୍ଯ୍ୟନ୍ତ ଦୀପକ ଙ୍କ ପରିବାର ରେ ରୋଜଗାର ସକ୍ଷମ ହୋଇନଥେôବ େସେତ ଦିନ ପର୍ଯ୍ୟନ୍ତ ସନ୍ଥ ସତପାଲ ମହାରାଜ ଜି ଙ୍କ ଅଣ୍ଣର୍ପୂର୍ଣ୍ଣା ମୁହିମ ତାଙ୍କର ରାସନ ସାମଗ୍ରୀ ଦାୟିତ୍ୱ ବହନ କରେିବ । ଅନ୍ନପୂର୍ଣ୍ଣା ମୁହିମର ଲକ୍ଷ୍ୟ ଓ ଦୃଷ୍ଟେିକାଣ ଅନ୍ନପୂର୍ଣ୍ଣା ମୁହିମ କେବଳ ଖାଦ୍ୟ ବଂଟନେର ସୀମିତ ନେୁହଁ, ଏହା ଏକ ବିଶାଳ ସମାଜ ସୁଧାର ଅୋନ୍ଦାଳନ, ଯେଉଁଠି ଭୋକିଲା ମୁକ୍ତ ସମାଜ ଗଢ଼ିବାର ସ୍ୱପ୍ନ ଦେଖାଯାଏ। ଜାତି, ଧମ,ର୍ ଧନୀ-ଗରିବ ଭେଦଭାବ ବିନା ସେବା କରାଯାଏ। ମାନବିକତା ଓ ସହାନୁଭୂତିକୁ ପ୍ରାଥମିକତା ଦିଆଯାଏ। ସନ୍ଥ ରାମପାଲ ଜୀ ମହାରାଜଙ୍କ ଅୋଦଶ ଓ ନେିଦ୍ଦର୍ଶକ୍ରେମ ଆଜି ସମଗ୍ର ଭାରତ ବଷର୍ରେ ଗରୀବ, ଅସହାୟ ପରିବାରଙ୍କୁ, ଯେଉଁମୋନ କୌଣସି କାରଣବଶତଃ ଉପାଜର୍ନ କରିବୋର ଅସମର୍ଥ ସେଭଳି ପରିବାରଙ୍କୁ ପ୍ରତିମାସ ନିଶୁଳ୍କ ରାସନ ସାମଗ୍ରୀ, ଯଦି ଘେର ଛୋଟ ଶିଶୁ ଥେôବ ତାଙ୍କର ଶିକ୍ଷା ବ୍ୟବସ୍ଥା ଓ ବସ୍ତ୍ର, ଘେର ଯଦି କେହି ରୋଗିଣା ଥେôବ ତାଙ୍କୁ ଉତମ ଚିକିତ୍ସା ଏବଂ ଯଦି ରହିବା ପାଇଁ ଘର ନଥିବ ତାଙ୍କୁ 'ଆବାସ' ମଧ୍ୟ ଯୋଗାଇ ଦିଆଯାଉଛି। ଆଜିର ସମୟେର ସମଗ୍ର ଭାରତ ବଷର୍ରେ ସହସ୍ରାଧିକ ପରିବାର ଏହା ଦ୍ୱାରା ଆଜି ଲାଭାନ୍ୱିତ ହୋଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ
-----------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ