
ଭଦ୍ରକ, ୧୫ ଜାନୁଆରୀ (ହି.ସ.) - ପବିତ୍ର ନଗରୀ େଅଯାଧ୍ୟା ଅଭିମେୁଖ ବାହାରିଥିବା ସ୍ୱର୍ଣ୍ଣ ଧନୁଷ୍ ଯାତ୍ରା ରାଉରେକଲାର ହନୁମାନ ବାଟିକାରୁ ବାହାରି ଓଡ଼ିଶାର ସମସ୍ତ ୩୦ ଗୋଟି ଜିଲ୍ଲା ପରିକ୍ରମା ଅବସରରେ ଆଜି ଭଦ୍ରକେର ପହଂଚିଥିଲା। ଏହି ସ୍ୱର୍ଣ୍ଣ ଧନୁଷ ଭଦ୍ରକର ରାଣୀତାଲେର ଅପରାହ୍ନେର ପହଂଚିବା ପେର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଏକ ଭବ୍ୟ ବାଇକ୍ ଶୋଭାଯାତ୍ରା ମାଧ୍ୟମେର ଭଦ୍ରକର ଡାହାଣୀଗଡିଆ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା। ଏହାପେର ଏକାଧିକ କୀତର୍ନ ମଣ୍ଡଳୀ, ପାରମ୍ପରିକ ବାଦ୍ୟ ବାଦନ, ସାଧୁ ସନ୍ଥ, ଶତାଧିକ ମାତୃଶକ୍ତି, ଯୁବ ଛାତ୍ର ଏବଂ ବୁଦ୍ଧିଜୀବିଙ୍କ ଦ୍ୱାରା ଏକ ପଦଯାତ୍ରୋର ଅଣାଯାଇ ଗାନ୍ଧିପଡ଼ିଆ ଯଜ୍ଞ ମଣ୍ଡପ ହୋଇ ପୁଣି କେଚରି ବଜାର ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖେର ପହଂଚିଥିଲା। ସହରର ବିଭିନ୍ନ ଛକ ମାନଙ୍କେର ମେଢ଼ କମିଟି ଓ ସାମାଜିକ ଆଧ୍ୟାତ୍ମିକ ସଙ୍ଗଠନ ପକ୍ଷରୁ ଏହି ପବିତ୍ର ସ୍ୱର୍ଣ୍ଣ ଧନୁଷ ଶୋଭାଯାତ୍ରାକୁ ଭବ୍ୟ ସ୍ୱାଗତ କରାଯାଇ ଭକ୍ତି ସୁମନ ଅପର୍ଣ କରାଯାଇଥିଲା। ଏହି ଶୋଭାଯାତ୍ରୋର ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବେିଜପି ଜିଲା ସଭାପତି ଭଗବାନ ପଣ୍ଡା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ବାସେୁଦବପୁର ବେିଜପି ନେତା ବାଣୀକଲ୍ୟାଣ ମହାନ୍ତି, ବନ୍ତ ବେିଜପି ନେତା ସୁଧାଂଶୁ ନାୟକ, ସମିତିର ସଭାପତି ବରିଷ୍ଠ ଆଇନଜୀବୀ ନିତ୍ୟାନନ୍ଦ ନାୟକ ,କାର୍ଯ୍ୟକାରୀ ସଭାପତି ବ୍ୟୋମେକଶ ସେନାପତି, ସାଧାରଣ ସମ୍ପାଦକ ଶରତ ପଢିଆରୀ, ଉପ ସଭାପତି ତ୍ରେିଲାଚନ ନାୟକ, ସେଂଯାଜକ ଗୋବିନ୍ଦ ଚନ୍ଦ୍ର ରାଉତ, ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସ, ଆଇନଜୀବୀ ତୁଷାର କାନ୍ତ ଦାସ ପ୍ରମୁଖ ଉପସ୍ଥିଥିବୋବେଳ ବହୁ ଶ୍ରଦ୍ଧାଳୁ ରାମେସନା ସାମିଲ ଥେôଲ।
ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ
-------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ