୫ ଶହ ବଷର୍ର ମାେ’କ୍ଷତ୍ରବାସୀଙ୍କ ପୀଠରେ ମକର ମେଳା, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
ଭଦ୍ରକ, ୧୫ ଜାନୁଆରୀ (ହି.ସ.) - ମକର ସଂକ୍ରାନ୍ତି ଉପଲେକ୍ଷ ଜିଲ୍ଲୋର ସମସ୍ତ ଦେବୀ ପୀଠରେ ପାଳନ କରାଯାଏ ମକର ମେଳା। ଏହି ମେଳାକୁ ଉକ୍ତ ମାନେ ବହୁ ଜାକ ଜକମେର ପାଳନ କରୁଥିଲା ବେଳେ ଭଦ୍ରକ ବ୍ଲକ ଅନ୍ତଗର୍ତ କେଲଇ ପଂଚାୟତ ଟାଙ୍କୁଣୀ ଚୁନୀଦାସ୍ଥିତ କପାଳୀ ନଦୀ କୂଳେର ପୂଜା ପାଉଥିବା ମା’ କ୍ଷେତ୍ରବାସୀ
KHETRABASIN PITHA MAKAR


ଭଦ୍ରକ, ୧୫ ଜାନୁଆରୀ (ହି.ସ.) - ମକର ସଂକ୍ରାନ୍ତି ଉପଲେକ୍ଷ ଜିଲ୍ଲୋର ସମସ୍ତ ଦେବୀ ପୀଠରେ ପାଳନ କରାଯାଏ ମକର ମେଳା। ଏହି ମେଳାକୁ ଉକ୍ତ ମାନେ ବହୁ ଜାକ ଜକମେର ପାଳନ କରୁଥିଲା ବେଳେ ଭଦ୍ରକ ବ୍ଲକ ଅନ୍ତଗର୍ତ କେଲଇ ପଂଚାୟତ ଟାଙ୍କୁଣୀ ଚୁନୀଦାସ୍ଥିତ କପାଳୀ ନଦୀ କୂଳେର ପୂଜା ପାଉଥିବା ମା’ କ୍ଷେତ୍ରବାସୀଙ୍କ ପୀଠେର ଆଜି ବଡ଼ ଧୁମ ଧାମେର ମକର ପର୍ବ ପାଳିତ ହୋଇଛି। ମନ୍ଦିରେର ସାଜସଜ୍ଜା ସାଙ୍ଗକୁ ରଙ୍ଗ ବେରଙ୍ଗର ଅୋଲାକସଜ୍ଜା ଦଶର୍କ ମାନଙ୍କୁ ବହୁ ଆନନ୍ଦିତ କରିଛି। ଏଥିସହ ହୋମଯଜ୍ଞ ଓ କାଳିସୀ ମାନଙ୍କ ନୃତ୍ୟ ମନ୍ଦିର ପରେିବଶକୁ ଅଧିକ ଚଳଚଂଚଳ ହୋଇଉଠିଥିଲା। ଝୁଣାଧୁଆଁ ସାଙ୍ଗକୁ ଢ଼ୋଲ ବାଜଣୋର କାଳିସୀ ମାନଙ୍କ ବେତଧରି ଉନ୍ମୁକ୍ତ ନାଚ ଦେଖିବା ପାଇଁ ଦିନ ତମାମ୍ ମନ୍ଦିର ପରିସର ଲୋକାରଣ୍ୟ ହୋଇଥିଲା। ହଜାର ହଜାର ଦେଖଣାହାରିଙ୍କ ଶହ ଶ୍ରଦ୍ଧାଳୁ ମାନଙ୍କ ନାହିଁ ନଥିବା ଭିଡ଼ ପରିଲିକ୍ଷିତ ହୋଇଥିଲା। ଏହିପୁଜା ଦୀର୍ଘ ୪ଦିନ ଧରି ଚାଲୁରହିବ ବୋଲି ମା’ କ୍ଷେତ୍ରବାସୀ ମକର ମେଳା କମିଟି, ଚୁନିଦା, ଟାଙ୍କୁଣୀର ସଭାପତି ଗୌର ଗୋପାଳ ଜେନା, ପୁରେୁଷାତମ ସାହୁ, ନିତ୍ୟାନନ୍ଦ େବେହରା, େଉପନ୍ଦ୍ର େବେହରା, କୃଷ୍ଣଚନ୍ଦ୍ର େବେହରା, ବାବୁରାମ ମଲ୍ଲିକ, ମେହନ୍ଦ୍ର ମଲ୍ଲିକ (ମୁନା), ଦୀପକ ମଲ୍ଲିକ, ସେୁରନ୍ଦ୍ର େବେହରା, ସମୀର ମଲ୍ଲିକ, ଚକ୍ରଧର ଜେନା, ରୋଜନ୍ଦ୍ର େବେହରା, ଶେଖର ଚନ୍ଦ୍ର ଜେନା, କାହ୍ନୁଚରଣ ଜେନା, ରୋଜନ୍ଦ୍ର ସାହୁ, ଅଭିରାମ େବେହରା ପ୍ରମୁଖ ସୂଚନା ଦେଇଛନ୍ତି। ଆଜିର ଏହି ଉତ୍ସବେର ପୂବର୍ତନ ଭଦ୍ରକ ପଂଚାୟତ ସମିତି ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ଶିକ୍ଷାବିତ୍ ବାବୁଲା ରାଉତ, ଯୁବେନତା ତାପସ ରାୟ, ତୁଷାରକାନ୍ତି ପରିଡା ପ୍ରମୁଖ ଉପସ୍ଥିତ ଥେôଲ। ଏହି ମକର ପବର୍ରେ ବିଭିନ୍ନ ଗ୍ରାମରୁ ବହୁ ଭକ୍ତ ମୋନ ଏହି ମେଳା ଦେଖିବାକୁ ଆସିଥାନ୍ତି। ଏଠୋର ମୁଖ୍ୟତଃ ପଂଚାୟତର ବିଭିନ୍ନ ଗ୍ରାମମାନଙ୍କେର ଥିବା ଦେବୀ ପୀଠମାନଙ୍କରୁ ପ୍ରାୟ ୨୦ ଜଣ କାଳିସୀ ଆସି ଦାସି ପଡ଼ିଥେିଲ। କେଲଇ, ବଳାଜୀତ ପଡ଼ା, ପାତ୍ରସାହି, ବଳଭଦ୍ରପୁର, ଉଲଟୁଙ୍ଗା ଭଳି ଗ୍ରାମମାନଙ୍କରୁ ଏଥର ୯ଜଣ କାଳିସୀ ପଡ଼ି ନିଜ ଗ୍ରାମ ସେମତ ଆଖପାଖ ଗ୍ରାମର ମଙ୍ଗଳ ପାଇଁ ଉପେଦଶ ଦେଇଥାନ୍ତି। ଏହି କାଳିସୀ ମୋନ ଦାସୀ ପଡ଼ିବା ପୁବର୍ରୁ ବହୁ ନିତି ନିୟମର ରହିଥିବା େବେଳ ଆଜି ସାରା ଦିନ ଉପବାସ ରହିଥାନ୍ତି। ମା’ଙ୍କ ଇତିହାସରୁ ଜଣାଯାଏ ପ୍ରାୟ ଷୋଡଶ ଶତାବ୍ଦୀର ଶେଷଭାଗେର ଓଡିଶାର ଶେଷ ସ୍ୱାଧିନ ରାଜା ମୁକୁନ୍ଦେଦବ ଏହି ଠାକୁରାଣୀଙ୍କୁ ପ୍ରତିଷ୍ଠା କରିଥେôଲ। ପରବର୍ତୀ ସମୟେର ସ୍ଥାନୀୟ ଲେୋକ ମା’ ଙ୍କର ପବିତ୍ର ଦିନକୁ ମକର ସଂକ୍ରାନ୍ତେୀର ୩ ଦିନ ଧରି ପାଳନ କେଲ। ଯାହାର ଇତିହାସ ୫ ଶହରୁ ଉର୍ଦ୍ଧ୍ୱ ବର୍ଷ ବୋଲି ସ୍ଥାନୀୟ ଲେୋକ କହନ୍ତି। ଏହି ମକର ସଂକ୍ରାନ୍ତୀ ଦିନ ମା’ ଙ୍କ ନିକଟେର ମାଟେିଘାଡା ମାନସିକ କେଲ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଏହି ଦିନ େଅନକ ଭକ୍ତଙ୍କୁ ମା’ ପ୍ରସନ୍ନ ହୋଇଥିବୋବେଳ େକେତକ ପୂଜକଙ୍କୁ “ଦାସୀ” ଲୋଗ। ସେହି ସମୟେର “ଦାସୀ” ବୈକୁଣ୍ଠ ଦାସ ଲୋକଙ୍କ ଦୁଃଖ ଶୁଣିଥାନ୍ତି। ଏଥି ଉପଲେକ୍ଷ ଚଳିତବର୍ଷ ମା’ ଙ୍କ ମନ୍ଦିରର ସାଜସଜ୍ଜା ବେଶ୍ ଚିତାକଷର୍କ ହୋଇଛି। ଝୁଣା ଆଳତୀର ପବିତ୍ର ପରେିବଶ ମଧ୍ୟେର କାଳିସୀମାନଙ୍କ ବେତଧରା ଉଦଣ୍ଡ ନୃତ୍ୟ ଲୋକଙ୍କ ମଧ୍ୟେର ବେଶ୍ ଉନ୍ମାଦନା ସୃଷ୍ଟି କରିଥାଏ। ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଏଥିପାଇଁ ମନ୍ଦିର ପରେିବଶେର ବେଶ୍ ଲୋକଭିଡ ପରିଲକ୍ଷିତ ହୁଏ। ପୂବର୍ରୁ ବଳଭଦ୍ରପୁରରୁ କାଳିସୀ ଆସି ନୃତ୍ୟ କରୁଥିବୋବେଳ େଏବ କେଲଇ, ବଳାଜିତ୍‌ପଡା, ପାତ୍ରସାହି ଓ ଓଲଟୁଙ୍ଗା ଭଳି ୯ଟି ସ୍ଥାନରୁ କାଳୀସୀ ଆସି ଲୋକଙ୍କୁ ଭଲମନ୍ଦ ବାଣୀ ଶୁଣାଇଥାନ୍ତି। ଏହି ମେଳୋର ୩ ଦିନ େଅପରା ହେଉଥିବୋବେଳ ସନ୍ଧ୍ୟୋର ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ବ୍ୟବସାୟୀମୋନ ସେମାନଙ୍କର ବିପ୍ପଣୀମାନ ଖୋଲିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରେମାଦ

-----------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande