
ଭୁବନେଶ୍ୱର, 15 ଜାନୁଆରି (ହି.ସ.)- ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଖାରବେଳ
ଭବନରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସବୁ ବିଭାଗର ସଚିବ ଉପସ୍ଥିତ ଥିଲେ
। ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଅଗ୍ରଗତି,ବଜେଟ ଖର୍ଚ୍ଚ,ଖାଲି ଥିବା ପଦବୀ ପୂରଣ ନେଇ ଆଲୋଚନା କରାଯାଇଛି
।
ଏନେଇ ସଚିବସ୍ତରୀୟ ବୈଠକ
ପରେ ମୁଖ୍ୟ ଶାସନସଚିବ ସୂଚନା ଦେଇଛନ୍ତି । ପାନୀୟ ଜଳ ପ୍ରକଳ୍ପକୁ ଗୁରୁତ୍ବ ଦେବା ପାଇଁ ଆଲୋଚନା
ହୋଇଛି । ଆସନ୍ତା ବଜେଟ୍ରେ କଣ ନୂଆ ପଦକ୍ଷେପ ନିଆଯିବ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା