ଜାତୀୟ ଷ୍ଟାର୍ଟଅପ୍ ଦିବସରେ ସମସ୍ତ ଉଦ୍ୟମୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 16 ଜାନୁଆରି (ହି.ସ.)- ଜାତୀୟ ଷ୍ଟାର୍ଟଅପ୍ ଦିବସରେ ସମସ୍ତ ଉଦ୍ୟମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ଓଡ଼ିଶାର ସମସ୍ତ ନବୋନ୍ମେଷକାରୀ ଓ
ଶୁଭେଚ୍ଛା


ଭୁବନେଶ୍ୱର, 16 ଜାନୁଆରି (ହି.ସ.)- ଜାତୀୟ ଷ୍ଟାର୍ଟଅପ୍ ଦିବସରେ ସମସ୍ତ ଉଦ୍ୟମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ଓଡ଼ିଶାର ସମସ୍ତ ନବୋନ୍ମେଷକାରୀ ଓ ଉଦ୍ୟମୀଙ୍କୁ

ହାର୍ଦ୍ଦିକ ଶୁଭେଚ୍ଛା। ଆମର ଷ୍ଟାର୍ଟଅପ୍‌ଗୁଡ଼ିକ ଆମ ଯୁବପିଢ଼ୀର ଆକାଂକ୍ଷା ଓ ସ୍ଥାନୀୟ

ଧାରଣାମାନଙ୍କର ଶକ୍ତିକୁ ପ୍ରତିବିମ୍ବିତ କରେ। ନବୋନ୍ମେଷ ଯେଉଁଠାରେ ଫଳିବ,

ବ୍ୟବସାୟ

ଆଗକୁ ବଢ଼ିବ ଏବଂ ସମସ୍ତଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ—ଏମିତି ଏକ ସହାୟକ

ପରିବେଶକୁ ଆମେ ଆଗାମୀ ଦିନରେ ମଧ୍ୟ ସମର୍ଥନ କରିଚାଲିବୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande