ଶଶିଭୂଷଣ ରଥଙ୍କ ଜୟନ୍ତୀ
ଗଂଜାମ, ତା2ଜାନୁଆରୀ(ହିସ)ରେଶମ ସହରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ମପାଳିତହାନ ସ୍ୱାଧୀନତା ସଂଗ୍ରାମୀ ଗଞ୍ଜାମ ବ୍ୟାଘ୍ର ଓଡ଼ିଶାର ପ୍ରଥମ ଦୈନିକ ଖବର କାଗଜର ପ୍ରତିଷ୍ଠାତା ସ୍ବର୍ଗତ ଶଶୀ ଭୂଷଣ ରଥଙ୍କ ପବିତ୍ର ଜନ୍ମ ତିଥିରେ ପୁରୁଣା ବସଷ୍ଟାଣ୍ଡସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ
ଶଶିଭୂଷଣ ରଥଙ୍କ ଜୟନ୍ତୀ ପାଳିତ


ଗଂଜାମ, ତା2ଜାନୁଆରୀ(ହିସ)ରେଶମ ସହରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ମପାଳିତହାନ ସ୍ୱାଧୀନତା ସଂଗ୍ରାମୀ ଗଞ୍ଜାମ ବ୍ୟାଘ୍ର ଓଡ଼ିଶାର ପ୍ରଥମ ଦୈନିକ ଖବର କାଗଜର ପ୍ରତିଷ୍ଠାତା ସ୍ବର୍ଗତ ଶଶୀ ଭୂଷଣ ରଥଙ୍କ ପବିତ୍ର ଜନ୍ମ ତିଥିରେ ପୁରୁଣା ବସଷ୍ଟାଣ୍ଡସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କାର୍ଯ୍ୟକ୍ରମ ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରକଂ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା|| ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ମହମଦ ଆସଲାମ, ସର୍ବଶ୍ରୀ ସନ୍ତୋଷ କୁମାର ସାହୁ, ସୌମିକ ସାହୁ, ସୁରେଶ ଚନ୍ଦ୍ର ତ୍ରିପାଠୀ, ଭୀଷ୍ମଚାର୍ଯ୍ୟ ଚୌଧୁରୀ, ବାଳକୃଷ୍ଣ ସାମନ୍ତରାୟ, ରମେଶ ଚନ୍ଦ୍ର ସାହୁ, ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ, ହରେକୃଷ୍ଣ ପଣ୍ଡା, ଆତ୍ମାରାମ, ଡାକ୍ତର ରାମହରୀ ଖଣ୍ଡୁଆଳ ପ୍ରମୁଖ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନସହ ମହାନ ସଂସ୍କାରକ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ରଥଙ୍କ ମହାନ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ|।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande