ରାଜ୍ୟ ଉନ୍ନୟନ  କମିଶନର ଭାବେ ଦାୟିତ୍ୱ ନେଲେ ଶ୍ରୀ  ଦେଓ ରଂଜନ କୁମାର ସିଂ
ଭୁବନେଶ୍ୱର, 02 ଜାନୁଆରି (ହି.ସ.)- ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ ଆଜି ରାଜ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପୂର୍ବାହ୍ନ ୧୦ ଟା ୧୫ ମି. ସମୟରେ ଯୋଜନା ଓ ସଂଯୋଜନ ବିଭାଗ ସ୍ଥିତ ଉନ୍
ଦେଓ ରଂଜନ କୁମାର ସିଂ


ଭୁବନେଶ୍ୱର, 02 ଜାନୁଆରି (ହି.ସ.)- ଅତିରିକ୍ତ

ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ

ଆଜି ରାଜ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ

ଗ୍ରହଣ କରିଛନ୍ତି । ଆଜି ପୂର୍ବାହ୍ନ ୧୦ ଟା

୧୫ ମି. ସମୟରେ ଯୋଜନା ଓ ସଂଯୋଜନ ବିଭାଗ

ସ୍ଥିତ ଉନ୍ନୟନ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପହଁଚି ଶ୍ରୀୟୁକ୍ତ ସିଂ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଅଧିକାରୀ ଓ କର୍ମଚାରୀମାନେ ନୂତନ ଉନ୍ନୟନ

କମିଶନରଙ୍କୁ ସ୍ୱାଗତ କରିଥିଲେ । ସମସ୍ତଙ୍କ

ସହଯୋଗରେ କାର୍ଯ୍ୟ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande