
ଭୁବନେଶ୍ୱର, 20 ଜାନୁଆରି (ହି.ସ.)- ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାର୍ଥୀଙ୍କ ପାଇଁ ଆସିଲା ପରୀକ୍ଷା ଦର୍ପଣ ୨୦୨୬। ଓସେପାପକ୍ଷରୁ ସମସ୍ତ
ଜିଲା ଶିକ୍ଷା ଅଧିକାରୀଙ୍କୁ ଦିଆଗଲା
ପିଡିଏଫ ।ଆସନ୍ତା ଫେବୃଆରୀ ୧୯ ରେ ଛାତ୍ର
ଛାତ୍ରୀଙ୍କ ରହିଛି ମାଟ୍ରିକ୍ ବୋର୍ଡ଼
ପରୀକ୍ଷା । ତାକୁ ଦୃଷ୍ଟିରେ
ରଖି ଏକସମ୍ଭାବ୍ୟମୂଳକ ସେଟ
ପ୍ରସ୍ତୁତ କରାଯାଇଛି । ଯାହା ଛାତ୍ର
ଛାତ୍ରୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି
କରିବାରେ ସହାୟକ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା