ନେପାଳର ପୁର୍ବତନ ପ୍ରଧାନମନ୍ତ୍ରୀ ଶେରବହାଦୁରକୁ ଟିକେଟ ମନା ,ପତ୍ନୀ ଆରଜୁ ମଧ୍ୟ ବଞ୍ଚିତ
କାଠମାଣ୍ଡୁ, 20 ଜାନୁଆରୀ (ହି.ସ)-ନେପାଳର ପୁର୍ବତନ ପ୍ରଧାନମନ୍ତ୍ରୀଶେର ବହାଦୁର ଦେଉୱା ତାଙ୍କ ପାର୍ଟି ନେପାଳୀ କଂଗ୍ରେସ ଟିକେଟ ଦେଇନାହିଁ।ତାଙ୍କ ପତ୍ନୀ ତଥା ପୁର୍ବ ବିଦେଶମନ୍ତ୍ରୀ ଡା.ଆରଜୁ ଦେଉୱା ମଧ୍ୟ ଟିକେଟ ମନା କରାଯାଇଛି।ଶେର ବାହାଦୁର ପାଞ୍ଚ ଥର ଦେଶର
Deuba-duo-didnt-get-ticket


କାଠମାଣ୍ଡୁ, 20 ଜାନୁଆରୀ

(ହି.ସ)-ନେପାଳର ପୁର୍ବତନ ପ୍ରଧାନମନ୍ତ୍ରୀଶେର

ବହାଦୁର ଦେଉୱା ତାଙ୍କ ପାର୍ଟି ନେପାଳୀ କଂଗ୍ରେସ ଟିକେଟ ଦେଇନାହିଁ।ତାଙ୍କ ପତ୍ନୀ ତଥା ପୁର୍ବ

ବିଦେଶମନ୍ତ୍ରୀ ଡା.ଆରଜୁ ଦେଉୱା ମଧ୍ୟ ଟିକେଟ ମନା କରାଯାଇଛି।ଶେର ବାହାଦୁର ପାଞ୍ଚ ଥର ଦେଶର

ପ୍ରଧାନମନ୍ତ୍ରୀ ରହିସାରିଛନ୍ତି।ସ୍ପଷ୍ଟ ଯେ ପାଞ୍ଚ ମାର୍ଚ୍ଚକୁ ହେବାକୁ ଥିବା ପ୍ରତିନିଧି ସଭା ନିର୍ବାଚନରେ

ତାଙ୍କୁ ବାଦ ଦିଆଯାଇଛି।ପାର୍ଟି ଶେଷ ଥର

ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବାକୁ ତାଙ୍କର ଇଚ୍ଛାକୁ ଅଣଦେଖା କରିଛି।ଗତ ରାତିରେ ତାଙ୍କ

ବ୍ୟକ୍ତିଗତ ସଚିବ ବିବୃତ୍ତି ଜାରି କରିଛନ୍ତି ଆଗାମୀ ପ୍ରତିନିଧି ସଭାନିର୍ବାଚନରେ ତାଙ୍କ ଆଶାୟୀ ପ୍ରାର୍ଥୀ ନ କରିବା ଘୋଷଣା

କରିଛନ୍ତି।ସାମ୍ବାଦିକଙ୍କୁ ଏକ ବାକ୍ୟ ବାର୍ତ୍ତାରେ ଦେଉୱାଙ୍କୁ ବ୍ୟକ୍ତିଗତ ସଚିବ ଭାନୁଦେଉୱା

ଲେଖିଛନ୍ତି ନେପାଳୀ କଂଗ୍ରେସର ଅଧ୍ୟକ୍ଷଏବଂ

ପୁର୍ବତନ ପ୍ରଧାନମନ୍ତ୍ରୀଶେର ବହାଦୁର ଦେଉୱା

ଆଗାମୀ ପ୍ରତିନିଧି ସଭା ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ।ଏହି ନିଷ୍ପତ୍ତି ତାଙ୍କର 34

ବର୍ଷର ସଂସଦୀୟ କ୍ୟାରିୟରର ଅନ୍ତ ଘଟାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande