ମାଘ ମେଳା ଓ ଖଣ୍ଡଗିରି ଯାତ୍ରାକୁ ନେଇ ବିଏମସି  ବୈଠକ
ଭୁବନେଶ୍ୱର, 20 ଜାନୁଆରି (ହି.ସ.) ଖଣ୍ଡଗିରି ଯାତ୍ରାରେ ନଗ୍ନତା, ଅଶ୍ଳୀଳତା ପ୍ରଦର୍ଶନ ହେଲେ ରଦ୍ଦ ହେବ ଏନଓସି - ମାଘ ମେଳା ଓ ଖଣ୍ଡଗିରି ଯାତ୍ରାକୁ ନେଇ ବିଏମସି ବୈଠକ ବସିଛି । ବୈଠକରେ ଖଣ୍ଡଗିରି ଯାତ୍ରାରେ ନଗ୍ନତା ଓ ଅଶ୍ଲୀଳତା ପ୍ରଦର୍ଶନକୁ ସମ୍ପୂର୍ଣ୍ଣ
ମାଘ ମେଳା ଓ ଖଣ୍ଡଗିରି     ଯାତ୍ରାକୁ ନେଇ ବିଏମସି  ବୈଠକ


ଭୁବନେଶ୍ୱର, 20 ଜାନୁଆରି (ହି.ସ.)

ଖଣ୍ଡଗିରି ଯାତ୍ରାରେ

ନଗ୍ନତା,

ଅଶ୍ଳୀଳତା ପ୍ରଦର୍ଶନ ହେଲେ ରଦ୍ଦ ହେବ ଏନଓସି

- ମାଘ ମେଳା ଓ

ଖଣ୍ଡଗିରି ଯାତ୍ରାକୁ ନେଇ ବିଏମସି ବୈଠକ ବସିଛି

। ବୈଠକରେ ଖଣ୍ଡଗିରି ଯାତ୍ରାରେ ନଗ୍ନତା ଓ ଅଶ୍ଲୀଳତା ପ୍ରଦର୍ଶନକୁ ସମ୍ପୂର୍ଣ୍ଣ ବିରୋଧ କରିଛି

ବିଏମସି। ଖଣ୍ଡଗିରି ଯାତ୍ରା ଆସନ୍ତା ୨୫ ରୁ ଆରମ୍ଭ ହେଉଥିବାବେଳେ ଆଜି ଜୋନାଲ ଅଫିସ୍ ରେ

ବସିଥିଲା ବୈଠକ। ଏନ୍ଓସି ପାଇଁ ନିୟମାବଳୀ ଜାରି କରିଛି ବିଏମସି। ଯେଉଁଥିରେ ଆଗରେ ରହିଛି

ନଗ୍ନତା ପ୍ରଦର୍ଶନ। ମେଲୋଡି ବା ନୃତ୍ୟ ପରିବେଷଣ ନାଁ ରେ ଅଶ୍ଳୀଳ ଓ ନଗ୍ନ ନୃତ୍ୟ ହୋଇପାରିବନାହିଁ।

ଯାତ୍ରା କମିଟି ସହମତ ହେଲେ ମିଳିବ ଏନ୍ଓସି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande