ପାରଳାଖେମୁଣ୍ଡିରେ ମଧ୍ୟମ ଧରଣର କୁହୁଡ଼ି, ଚାନ୍ଦବାଲି ଏବଂ ପାରାଦୀପରେ ହାଲୁକା କୁହୁଡ଼ି ଦୃଶ୍ୟମାନ
ଭୁବନେଶ୍ୱର, ୨୦ ଜାନୁଆରୀ (ହି.ସ.)- ମଙ୍ଗଳବାର ସକାଳେ ରାଜ୍ୟର ପାରଳାଖେମୁଣ୍ଡିରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଚାନ୍ଦବାଲି ଏବଂ ପାରାଦୀପରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଆଜି ସକାଳେ ପାରଳାଖେମୁଣ୍ଡିରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂ
ପାରଳାଖେମୁଣ୍ଡିରେ ମଧ୍ୟମ ଧରଣର କୁହୁଡ଼ି, ଚାନ୍ଦବାଲି ଏବଂ ପାରାଦୀପରେ  ହାଲୁକା କୁହୁଡ଼ି ଦୃଶ୍ୟମାନ


ଭୁବନେଶ୍ୱର, ୨୦ ଜାନୁଆରୀ (ହି.ସ.)- ମଙ୍ଗଳବାର ସକାଳେ ରାଜ୍ୟର ପାରଳାଖେମୁଣ୍ଡିରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଚାନ୍ଦବାଲି ଏବଂ ପାରାଦୀପରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି ।

ଆଜି ସକାଳେ ପାରଳାଖେମୁଣ୍ଡିରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦୦ ମିଟର ମଧ୍ୟରେ ରହିଛି । ଏହା ବ୍ୟତୀତ ଚାନ୍ଦବାଲି ଏବଂ ପାରାଦୀପରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande