ପୁଅକୁ ଧରି ବିଜୟ ମହାପାତ୍ର ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ- ପ୍ରମିଳା ମଲ୍ଲିକ
ଭୁବନେଶ୍ୱର, 20 ଜାନୁଆରି (ହି.ସ.) - ଅରବିନ୍ଦ ମହାପାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରମିଳା ମଲ୍ଲିକ ପ୍ରତିକିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଜୟ ମହାପାତ୍ର ବିଜୁ ପଟ୍ଟନାୟକଙ୍କୁ ହରାଇବାକୁ ଚେଷ୍ଟା କରିଥିଲେ ।ଆଉ ନବୀନ ପଟ୍ଟନାୟକଙ୍କୁ ହରାଇବାକୁ ଚେଷ୍ଟା କରିଛନ
ପୁଅକୁ ଧରି ବିଜୟ     ମହାପାତ୍ର ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ- ପ୍ରମିଳା ମଲ୍ଲିକ


ଭୁବନେଶ୍ୱର, 20 ଜାନୁଆରି (ହି.ସ.) - ଅରବିନ୍ଦ

ମହାପାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରମିଳା ମଲ୍ଲିକ ପ୍ରତିକିୟା ରଖିଛନ୍ତି । ସେ

କହିଛନ୍ତି ଯେ, ବିଜୟ ମହାପାତ୍ର ବିଜୁ ପଟ୍ଟନାୟକଙ୍କୁ ହରାଇବାକୁ ଚେଷ୍ଟା କରିଥିଲେ ।ଆଉ ନବୀନ ପଟ୍ଟନାୟକଙ୍କୁ ହରାଇବାକୁ ଚେଷ୍ଟା କରିଛନ୍ତି । ବିଜୟ

ମହାପାତ୍ର ପୁଅକୁ ଧରି ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ । ସଫଳ ହେଲେନି । ଗୁଇନ୍ଦା

ରିପୋର୍ଟରୁ ହିଁ ଜଣାପଡ଼ିଲା । ଯିଏ ଦଳକୁ

ଭାଙ୍ଗିବାକୁ ଚେଷ୍ଟା କରିବ ତାହା ଉପରେ

କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande