
ଭୁବନେଶ୍ୱର, 20 ଜାନୁଆରି (ହି.ସ.)- ଅସଜଡା
ଭିତ୍ତିଭୂମି ଓ ଅସୁରକ୍ଷିତ ସ୍କୁଲ କ୍ୟାମ୍ପସ୍ ପାଇଁ ଚିନ୍ତା ପ୍ରକଟ କରିଛି
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏନେଇ ସମସ୍ତ ଜିଲା
ଶିକ୍ଷା ଅଧିକାରୀଙ୍କୁ ଜାରି ହୋଇଛି
ଚିଠି । ଖୁବ୍ ଶୀଘ୍ର ଏ ବାବାଦରେ ତଦାରଖ
ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା