ଆଜି ସର୍ବସାଧାରଣଙ୍କ ବନ୍ଦ ରହିବ ବୋଲି 1 ନମ୍ବର ହାଟ
ଭୁବନେଶ୍ୱର, 20 ଜାନୁଆରି (ହି.ସ.)- ୧ ନମ୍ବର ହାଟ ଆଜି ସମ୍ପୂର୍ଣ୍ଣ ସର୍ବସାଧାରଣଙ୍କ ପାଇଁ ବନ୍ଦ୍ ରହିବ। ହାଟ ଭିତର ଓ ବାହାର ହାଟ ବନ୍ଦ ରହିବ । ଅଗ୍ନି ନିରାପତ୍ତା ସୁରକ୍ଷା ଯାଞ୍ଚ, ଦୁର୍ଘଟଣାଜନିତ କ୍ଷୟକ୍ଷତି ଆକଳନ ପାଇଁ ରହିବ ବନ୍ଦ । ଆବଶ୍ୟକ ପଡିଲେ ବନ୍ଦ ଅବଧି ବଢିବ ।
ଆଜି ସର୍ବସାଧାରଣଙ୍କ ବନ୍ଦ     ରହିବ ବୋଲି 1 ନମ୍ବର ହାଟ


ଭୁବନେଶ୍ୱର, 20 ଜାନୁଆରି (ହି.ସ.)- ୧ ନମ୍ବର ହାଟ

ଆଜି ସମ୍ପୂର୍ଣ୍ଣ ସର୍ବସାଧାରଣଙ୍କ ପାଇଁ ବନ୍ଦ୍ ରହିବ। ହାଟ ଭିତର ଓ ବାହାର ହାଟ ବନ୍ଦ ରହିବ । ଅଗ୍ନି

ନିରାପତ୍ତା ସୁରକ୍ଷା ଯାଞ୍ଚ, ଦୁର୍ଘଟଣାଜନିତ କ୍ଷୟକ୍ଷତି ଆକଳନ ପାଇଁ ରହିବ ବନ୍ଦ । ଆବଶ୍ୟକ ପଡିଲେ ବନ୍ଦ ଅବଧି ବଢିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande