ବେଆଇନ ମଦ କାରବାର ଉପରେ ବ୍ରହ୍ମପୁର ସଦର ପୋଲିସର ଚଢ଼ାଉ
ଗଂଜାମ, 01 ଅକ୍ଟୋବର (ହି.ସ.) ବେଆଇନ ମଦ ବିରୋଧୀ ସ୍ୱତନ୍ତ୍ର ଡ୍ରାଇଭରେ ବ୍ରହ୍ମପୁର ସଦର ପୋଲିସ ଗୌତମୀ ଅଞ୍ଚଳରେ ଚଢ଼ାଉ କରି ୨୫.୭୦ ଲିଟର ବିଦେଶୀ ମଦ ଓ ଦେଶୀ ମଦ ଜବତକରିଫ ତିନି ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଏସ.ଶକଂର ରେଡି ତୃପ୍ତି ଭୂଷଣ ସାହୁ ଓ କେ.ବାଲାଜୀ ପାତ୍ରଙ୍କୁ ଗିରଫ କ
Qertyy


ଗଂଜାମ, 01 ଅକ୍ଟୋବର (ହି.ସ.) ବେଆଇନ ମଦ ବିରୋଧୀ ସ୍ୱତନ୍ତ୍ର ଡ୍ରାଇଭରେ ବ୍ରହ୍ମପୁର ସଦର ପୋଲିସ ଗୌତମୀ ଅଞ୍ଚଳରେ ଚଢ଼ାଉ କରି ୨୫.୭୦ ଲିଟର ବିଦେଶୀ ମଦ ଓ ଦେଶୀ ମଦ ଜବତକରିଫ ତିନି ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଏସ.ଶକଂର ରେଡି ତୃପ୍ତି ଭୂଷଣ ସାହୁ ଓ କେ.ବାଲାଜୀ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ପୁଲିସ ତିନୋଟି ପୃଥକ ମାମଲା ରୁଜୁ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande