ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଵୟଂ ଶାସିତ କଲେଜ ନିର୍ବାଚନ ବାତିଲ
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଵୟଂ ଶାସିତ କଲେଜ ନିର୍ବାଚନ ବାତିଲ ହୋଇଛି । ଛାତ୍ର, କର୍ମଚାରୀ ଓ ଅନୁଷ୍ଠାନର ସୁରକ୍ଷା ଦୃଷ୍ଟିରୁ ନିର୍ବାଚନ ବାତିଲ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଲେଜକୁ ସାଇନ ଡାଏ ଘୋଷଣା କରାଯ
ନିର୍ବାଚନ ବାତିଲ


ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ନୂଆପଡ଼ା

ଜିଲ୍ଲା ଖଡ଼ିଆଳ ସ୍ଵୟଂ ଶାସିତ କଲେଜ ନିର୍ବାଚନ ବାତିଲ ହୋଇଛି । ଛାତ୍ର, କର୍ମଚାରୀ

ଓ ଅନୁଷ୍ଠାନର ସୁରକ୍ଷା ଦୃଷ୍ଟିରୁ ନିର୍ବାଚନ ବାତିଲ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ

ପର୍ଯ୍ୟନ୍ତ କଲେଜକୁ ସାଇନ ଡାଏ ଘୋଷଣା କରାଯାଇଛି । ଆଜି ଅପରାହ୍ନ ୫ଟା ଭିତରେ କଲେଜ ହଷ୍ଟେଲ

ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande