ନବରାତ୍ରର ପ୍ରଥମ ଦିନରେ ମାଆ ସମଲେଶ୍ୱରୀଙ୍କ ନିକଟରେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ନବରାତ୍ରର ପ୍ରଥମ ଦିନରେ ମାଆ ସମଲେଶ୍ୱରୀଙ୍କ ନିକଟରେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ପବିତ୍ର ନବରାତ୍ରି ଅବସରରେ ଶୈଳପୁତ୍ରୀ ବେଶରେ ଭ
ମନ୍ତ୍ରୀ


ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ନବରାତ୍ରର

ପ୍ରଥମ ଦିନରେ ମାଆ ସମଲେଶ୍ୱରୀଙ୍କ ନିକଟରେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।

ଏହି ଅବସରରେ ମନ୍ତ୍ରୀ

କହିଛନ୍ତି ଯେ, ପବିତ୍ର ନବରାତ୍ରି ଅବସରରେ ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି

ବଲାଙ୍ଗିର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା'

ସମଲେଶ୍ୱରୀ। ମା'ଙ୍କ ଏହି ଦିବ୍ୟ ଓ ମନମୋହକ ସ୍ୱରୂପ ଦର୍ଶନ କରିବା ମୋ ପାଇଁ ଅତ୍ୟନ୍ତ

ସୌଭାଗ୍ୟ ଆନନ୍ଦର ବିଷୟ। ମା'ଙ୍କ ଅପାର କରୁଣା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧିରେ

ଭରିଯାଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande