୮୪ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟ ପକ୍ଷରୁ ନୂଆଁଖାଇ ଭେଟ -୨୦୨୬ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ଆଜି କୋଶଳ କଳାମଣ୍ଡଳ ପଡ଼ିଆ ବଲାଙ୍ଗୀର ଠାରେ ୮୪ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟ ପକ୍ଷରୁ ନୂଆଁଖାଇ ଭେଟ -୨୦୨୬ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ସମ୍ମାନୀତ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହା
ନୂଆଁଖାଇ


ଭୁବନେଶ୍ୱର, 11 ଅକ୍ଟୋବର (ହି.ସ.)- ଆଜି କୋଶଳ

କଳାମଣ୍ଡଳ ପଡ଼ିଆ ବଲାଙ୍ଗୀର ଠାରେ ୮୪ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟ ପକ୍ଷରୁ ନୂଆଁଖାଇ

ଭେଟ -୨୦୨୬ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ସମ୍ମାନୀତ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ

ଡ.ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କେଭି ସିଂହଦେଓ ମୁଖ୍ୟ

ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ନୁଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ଆମ ଓଡ଼ିଶାର ସଂସ୍କୃତି, ପରମ୍ପରା, ଏକତା ଏବଂ ଭାଇଚାରାର ଏକ ମହାନ ପ୍ରତୀକ। ଏହି ମହାନ୍ ପରମ୍ପରା ଓ ସଂସ୍କୃତିର ସୁରକ୍ଷା

ପାଇଁ ଏକତ୍ରିତ ହୋଇଥିବା ଅଘରିଆ ସମାଜର ହଜାର

ହଜାର ଭାଇଭଉଣୀମାନଙ୍କର ଏକତା ତଥା ସାମାଜିକ ଅବଦାନ ପ୍ରଶଂସନୀୟ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande