ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେବ ଉନବିଂଶତମ ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’ ସମ୍ମିଳନୀ ଓ ପ୍ରଦର୍ଶନୀ
ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଭୁବନେଶ୍ୱର, 23 ଅକ୍ଟୋବର (ହି.ସ) ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କ ସହଯୋଗରେ ଚଳିତ ସପ୍ତାହରେ ଭୁବନେଶ୍ୱରରେ ଦୁଇଟି ପ୍ରମୁଖ
ଆଜିଠୁ ଭୁବନେଶ୍ୱରରେ     ଆରମ୍ଭ ହେବ ଉନବିଂଶତମ ‘ଅର୍ବାନ୍ ମୋବିଲିଟି ଇଣ୍ଡିଆ’ ସମ୍ମିଳନୀ ଓ ପ୍ରଦର୍ଶନୀ


ଆବାସ ଓ ସହରାଞ୍ଚଳ

ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ

ଭୁବନେଶ୍ୱର, 23 ଅକ୍ଟୋବର (ହି.ସ) ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର

ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କ ସହଯୋଗରେ ଚଳିତ ସପ୍ତାହରେ ଭୁବନେଶ୍ୱରରେ ଦୁଇଟି ପ୍ରମୁଖ

କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ଆଜି ଅର୍ଥାତ୍ ଅକ୍ଟୋବର ୨୩ ଏବଂ ୨୪ ତାରିଖରେ

ଉନବିଂଶତମ 'ଅର୍ବାନ୍

ମୋବିଲିଟି ଇଣ୍ଡିଆ' (ୟୁଏମଆଇ) ସମ୍ମିଳନୀ ଓ ପ୍ରଦର୍ଶନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏହା ପରେ ଆସନ୍ତା ୨୪ ଓ

୨୫ ତାରିଖରେ ଜାତୀୟ ସହରାଞ୍ଚଳ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ମଧ୍ୟ ଭୁବନେଶ୍ୱରରେ ଆୟୋଜିତ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande