ବଡ଼ବଜାର ଥାନା ଜୁଆ ଆଡ୍ଡା ଉପରେ ଚଢ଼ାଉ
ଗଂଜାମ, 24 ଅକ୍ଟୋବର (ହି.ସ.) ଗତକାଲି ରାତିରେ ଆସ୍କା ମେନ ରୋଡରେ ପାଟ୍ରୋଲିଂ ବେଳେ 8 ଜଣ ଟଙ୍କା ଲଗାଇ ତାସ ଖେଳୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି। କେସ ନଂ 808/26,ରେ 8ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ଜବତ ହୋଇଛି 1,02,850 ଟଙ୍କା, 2 ତାସ ପ୍ୟାକେଟ, 6 ମୋବାଇଲ, 1 ସ୍କୁଟି ଜବତ ହ
ବଡ଼ବଜାର ଥାନା


ଗଂଜାମ, 24 ଅକ୍ଟୋବର (ହି.ସ.) ଗତକାଲି ରାତିରେ ଆସ୍କା ମେନ ରୋଡରେ ପାଟ୍ରୋଲିଂ ବେଳେ 8 ଜଣ ଟଙ୍କା ଲଗାଇ ତାସ ଖେଳୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି।

କେସ ନଂ 808/26,ରେ 8ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ଜବତ ହୋଇଛି 1,02,850 ଟଙ୍କା, 2 ତାସ ପ୍ୟାକେଟ, 6 ମୋବାଇଲ, 1 ସ୍କୁଟି ଜବତ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande