
ଭୁବନେଶ୍ୱର, 24 ଅକ୍ଟୋବର
(ହି.ସ) ରାଜଧାନୀରେ ଲଜ୍ୟା । ଦୁଷ୍କର୍ମ
କରିଥିବା ଅଭିଯୋଗରେ ସମ୍ପର୍କୀୟ ଦାଦା ଅଟକ । ମହିଳା ପୋଲିସ ଥାନାରେ ଲିଖିତ ଅଭିଯୋଗ ପରେ ଦାଦାକୁ
ଅଟକ ରଖି ପଚରା ଉଚରା କରିଛି ମହିଳା ପୋଲିସ । ପୀଡ଼ିତା ଯୁବତୀଙ୍କୁ ଦୀର୍ଘ ଦିନ ଧରି ପାଖରେ ରଖି
ଜୋରଜବରଦସ୍ତି ସମ୍ପର୍କ ରଖୁଥିଲା ଦାଦା । ଦାଦା ବିରୁଦ୍ଧରେ
ପୀଡ଼ିତା ଯୁବତୀ ମହିଳା ଥାନାର ଦ୍ୱାରସ୍ତ ହେବା ପରେ ଦାଦାକୁ ବାନ୍ଧିଛି ପୋଲିସ୍ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା