ଚନ୍ଦ୍ରଶେଖରପୁର ଭସାଣି ପଡିଆରେ ପ୍ରଥମ ଥର ମାଆ ଗଜଲକ୍ଷ୍ମୀଙ୍କ ପୂଜା ଆୟୋଜିତ
ଭୁବନେଶ୍ୱର, 24 ଅକ୍ଟୋବର (ହି.ସ) ଚନ୍ଦ୍ରଶେଖରପୁର ଭସାଣି ପଡିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ମାଆ ଗଜଲକ୍ଷ୍ମୀଙ୍କ ପୂଜା। ୮୦ ଫୁଟର ମାଆଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି କମିଟି ମେମ୍ବର। ଉଚ୍ଚା ମୂର୍ତ୍ତି ଏକ ଟ୍ରେଣ୍ଡ ପାଲଟିଥିବାବେଳେ ଏହି ଟ୍ରେଣ୍ଡର
ଚନ୍ଦ୍ରଶେଖରପୁର ଭସାଣି ପଡିଆରେ     ପ୍ରଥମ ଥର ମାଆ ଗଜଲକ୍ଷ୍ମୀଙ୍କ ପୂଜା ଆୟୋଜିତ


ଭୁବନେଶ୍ୱର, 24 ଅକ୍ଟୋବର

(ହି.ସ) ଚନ୍ଦ୍ରଶେଖରପୁର ଭସାଣି ପଡିଆରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ମାଆ

ଗଜଲକ୍ଷ୍ମୀଙ୍କ ପୂଜା। ୮୦ ଫୁଟର ମାଆଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି କମିଟି ମେମ୍ବର। ଉଚ୍ଚା

ମୂର୍ତ୍ତି ଏକ ଟ୍ରେଣ୍ଡ ପାଲଟିଥିବାବେଳେ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର

ଜେନ-ଜି। ପ୍ରାୟ ଏକ ମାସ ତଳୁ ମାଆଙ୍କ ମୂର୍ତ୍ତି କାମ ଆରମ୍ଭ ହୋଇଛି। ଆସନ୍ତାକାଲି ମାଆଙ୍କ

ପୂଜା ଥିବାବେଳେ ସାରିଲାଣି ସମସ୍ତ ପ୍ରସ୍ତୁତି। ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ

ମାଆଙ୍କ ପୂଜା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande